Below header

ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍‌): ଯାଜପୁର ବାଲିଚନ୍ଦ୍ରପୁର ଥାନା ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଗିରଫ ପରେ ପୋକସୋ କୋର୍ଟରେ ହାଜର କରିଛି ପୋଲିସ। ସୂଚନା ମୁତାବକ ନାବାଳିକା ଜଣକ ଭୁବନେଶ୍ୱରରେ ରହୁଥିବା ସମୟରେ ପ୍ରଫୁଲ୍ଲ ତାଙ୍କୁ ଗର୍ଭବତୀ କରାଇଥିଲେ।

ଏହାପରେ ଅଭିଯୁକ୍ତ ପ୍ରଫୁଲ୍ଲ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.