Below header

୧୫ଦିନରୁ ଅଧିକ ହେବ ଝାରସୁଗୁଡା ବିମାନ ବନ୍ଦରରୁ ବିମାନ ସେବା ବନ୍ଦ, ଏନେଇ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଝାରସୁଗୁଡା(କେନ୍ଯୁଜ୍) : ଝାରସୁଗୁଡା ବିମାନ ବନ୍ଦରରୁ ୧୫ଦିନରୁ ଅଧିକ ହେବ ବିମାନ ବନ୍ଦ ରହିଛି। ଯାହାକୁ ନେଇ ଆଜି ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ କିଶୋର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଏହି ବିଷୟ ଅବଗତ କରାଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

patraସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର୨୨ ତାରିଖରେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରକୁ ଉଦଘାଟନ କରିବା ସହିତ ଉଡାଣ ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ । ହେଲେ କିଛି ଦିନ ଝାରସୁଗୁଡ଼ାରୁ ବିମାନ ଚାଲିଲା ପରେ ଆଜିକୁ ୧୫ ଦିନ ଠାରୁ ଅଧିକ ହେବ ବିମାନ ସେବା ପାଇ ପାରୁନାହାନ୍ତି ଗ୍ର।ହକ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଝାରସୁଗୁଡ଼ା ବିଜୁ ଜନତା ଦଳର କର୍ମକର୍ତ୍ତା ଓ ଝାରସୁଗୁଡା ଜିଲ୍ଲାର ତିନି ପୌରପାଳିକାର ଅଧ୍ୟକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.