Below header

ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ

ଭୁବନେଶ୍ବର(କେନ୍ଯୁଜ୍): ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ। ଉତ୍ତରାଖଣ୍ଡ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ମିଶ୍ର। ଗତ ଅକ୍ଟୋବରରେ ଏହି ଓଡ଼ିଆ ବିଚାରପତିଙ୍କର ଓଡିଶା ହାଇକୋର୍ଟରୁ ଉତ୍ତରାଖଣ୍ଡ ବଦଳି ହୋଇଥିଲା।

ଆସନ୍ତା ୨୪ ତାରିଖ ଠାରୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ। ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂ ଚୌହାନଙ୍କ ଅବସର ପରେ ଜଷ୍ଟିସ ମିଶ୍ରଙ୍କୁ ଏହି ଦାୟିତ୍ୱ ନେଇ କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.