ଭିଜିଲାନ୍ସ ଜାଲରେ କଳାହାଣ୍ଡି ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣୀ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହର ପ୍ରସାଦ ଆଚାର୍ଯ୍ୟଙ୍କ ଭାବନୀପାଟଣାରେ ଥିବା ଘର ଓ ଅଫିସ୍‌ରେ ଚଢାଉ କରାଯାଇଛି । ଭବାନୀପାଟଣା ରାମନଗରପଡ଼ାରେ ତିନି ମହଲା କୋଠା ରହିଛି । ତାଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.