Below header

କଳିଙ୍ଗ ଟିଭି ଡିଜିଟାଲର ପ୍ରଥମ AI ଆଙ୍କର

କଳିଙ୍ଗ ଟିଭି ଡିଜିଟାଲ ପ୍ରଥମ ଥର ପାଇଁ ଆଜି ଆରମ୍ଭ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ନ୍ୟୁଜ ଆଙ୍କର ମିସ୍‌ କଳିଙ୍ଗ AI । ଖୁବ ଶୀଘ୍ର ଏହା କଳିଙ୍ଗ ଟିଭି ଡିଜିଟାଲ ଫ୍ଳାଟଫର୍ମରେ ଦେଖିବାକୁ ପାଇବେ ।

ଭୁବନେଶ୍ୱର : କଳିଙ୍ଗ ଟିଭି ଡିଜିଟାଲ ପ୍ରଥମ ଥର ପାଇଁ ଆଜି ଆରମ୍ଭ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ନ୍ୟୁଜ ଆଙ୍କର ମିସ୍‌ କଳିଙ୍ଗ AI । ଖୁବ ଶୀଘ୍ର ଏହା କଳିଙ୍ଗ ଟିଭି ଡିଜିଟାଲ ଫ୍ଳାଟଫର୍ମରେ ଦେଖିବାକୁ ପାଇବେ । ପ୍ରଥମ ଥର ପାଇଁ ଓଡ଼ିଶାରେ କଳିଙ୍ଗ ଟିଭି ଡିଜିଟାଲରେ ଜଣେ AI ଆଙ୍କର ନ୍ୟୁଜ ବୁଲେଟିନ ପଢ଼ିବେ । ଏହା ପ୍ରତ୍ୟେକ ରବିବାର ଅପରାହ୍ନ ୫ଟା ସମୟରେ ପ୍ରସାରଣ କରାଯିବାକୁ ସ୍ଥିର କରାଯାଇଛି । ଏହି ବୁଲେଟିନ ଦ୍ୱାରା ଆପଣ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ଘଟଣାବଳୀ ସମ୍ପର୍କରେ ସଠିକ ଖବର ପାଇ ପାରିବେ । AI ଆଙ୍କର ମିସ୍‌ କଳିଙ୍ଗ AI ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ଯାହାକି ସପ୍ତାହଜାକର ଘଟଣାବଳୀକୁ ସଠିକ ଭାବେ ଆପଣଙ୍କ ପାଖରେ ପହଞ୍ଚାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.