Below header

ବୃଦ୍ଧ ଏବଂ ରୋଗୀଙ୍କ ପାଇଁ ବ୍ୟାଟେରି ଗାଡିର ଶୁଭାରମ୍ଭ କଲ କଲେ କଣ୍ଟାବାଞ୍ଚି ସାଂସଦ ସଙ୍ଗିତା ସିଂଦେଓ

ଯେଉଁମାନେ ଗୋଟିଏ ପ୍ଲାଟ ଫର୍ମରୁ ଅନ୍ୟ ପ୍ଲାଟ ଫର୍ମକୁ ଯିବାକୁ ଅନେକ ଅସୁବିଧାର ସମ୍ମଖୀନ ହୋଇଥାନ୍ତି ଏହି ଗାଡି ଯୋଗୁ ସେମାନେ ଆରାମରେ ଯାଇ ପାରବେ । ଲୋକଙ୍କ ପାଇଁ ଏଭଳି କାମ ପାଇଁ ସାଂସଦ ବିକାଶ ଶାଖାକୁ ପ୍ରସଂଶା କରିଥିଲେ ।

କଂଟାବାଞ୍ଜି (କେନ୍ୟୁଜ୍): କଂଟାବାଞ୍ଜି ରେଳ ଷ୍ଟେଶନରେ ମାରୱାଡି ଯୁବା ମଂଚ ବିକାଶ ଶାଖା ପକ୍ଷରୁ ବୃଦ୍ଧ ବୃଦ୍ଧା , ରୋଗୀ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ମାଗଣା ବ୍ୟାଟେରି ଗାଡିର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ସଂଗିତା ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତକା ଦେଖାଇ ଗାଡିର ଶୁଭାରମ୍ଭ କରିଥିଲେ । ତେବେ ଏହି ଗାଡି ବୃଦ୍ଧ ବୃଦ୍ଧା , ରୋଗୀ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ସହାୟକ ହୋଇ ପାରିବ ।

ଯେଉଁମାନେ ଗୋଟିଏ ପ୍ଲାଟ ଫର୍ମରୁ ଅନ୍ୟ ପ୍ଲାଟ ଫର୍ମକୁ ଯିବାକୁ ଅନେକ ଅସୁବିଧାର ସମ୍ମଖୀନ ହୋଇଥାନ୍ତି ଏହି ଗାଡି ଯୋଗୁ ସେମାନେ ଆରାମରେ ଯାଇ ପାରବେ । ଲୋକଙ୍କ ପାଇଁ ଏଭଳି କାମ ପାଇଁ ସାଂସଦ ବିକାଶ ଶାଖାକୁ ପ୍ରସଂଶା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.