ମାଲକାନଗିରି ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ: ମାଥିଲି ଥାନା ଉରାପଦର, ଦୋଳଦଲିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ

ମାଲକାନଗିରି(କେ ନ୍ୟୁଜ୍‌) : ମାଲକାନଗିରି ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ମାଥିଲି ଥାନା ଉରାପଦର, ଦୋଳଦଲିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ୨ ଏସ୍‌ଓଜି ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ମାଲକାନଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯବାନମାନେ କମ୍ବିଂରୁ ଫେରୁଥିବାବେଳେ ଏହି ବିସ୍ଫୋରଣ ହୋଇଛି। ଏହିପରେ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରିବା ସହ ପୋଲିସ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.