Below header

ସୁନ୍ଦରଗଡ଼ କେ. ବଳାଙ୍ଗରେ ଲାଣ୍ଡମାଇନ ଜବତ, ସିଆରପିଏଫ କମ୍ବିଂ ଅପରେସନ ବେଳେ ମିଳିଲା ଲ୍ୟାଣ୍ଡମାଇନ୍‌

ସୁନ୍ଦରଗଡ଼(କେନ୍ୟୁଜ୍) : ସୁନ୍ଦରଗଡ଼ କେ. ବଳାଙ୍ଗ ଥାନା ଅଞ୍ଚଳରେ ଲାଣ୍ଡମାଇନ ଜବତ। ଲଙ୍ଗଳକଟା ଅଞ୍ଚଳରେ ସିଆରପିଏଫ କମ୍ବିଂ ଅପରେସନ କରୁଥିବା ବେଳେ ମଝି ରାସ୍ତାରୁ ଲ୍ୟାଣ୍ଡମାଇନ୍‌ ପାଇଥିଲେ। ବୋମାକୁ ସଙ୍ଗେ ସଙ୍ଗେ ନିଷ୍କ୍ରିୟ କରାଯାଇଥିଲା। ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ବେଳେ ପୋଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜା ଯାଇଥିବା ସନ୍ଦେହ କରାଯାଉଛି। ଲ୍ୟାଣ୍ଡମାଇନ୍‌ ଜବତ ପରେ କମ୍ବିଂକୁ ଜୋରଦାର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.