Below header
Browsing Tag

landmine found

ବୌଦ୍ଧ ଲକଡପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ ବନକର୍ମଚାରୀ

ବୌଦ୍ଧ(କେନ୍ୟୁଜ୍): ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ ବନକର୍ମଚାରୀ। ବୌଦ୍ଧ ଜିଲ୍ଲା ଲକଡପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ସୂଚନା ମୁତାବକ ଜିଲ୍ଲାରେ ବଢୁଥିବା ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ବନ ବିଭାଗ କର୍ମଚାରୀ ଜଙ୍ଗଲକୁ ଯାଇଥିଲେ। ବନବିଭାଗର ୫୦ ଜଣିଆ ଟିମ୍‌…

ଯୁଦ୍ଧ ମଧ୍ୟରେ ଛାତିଥରା ଭିଡିଓ ଭାଇରାଲ: ଖାଲି ହାତରେ ରାସ୍ତାରୁ ଲ୍ୟାଣ୍ଡ୍‌ ମାଇନ୍‌ ହଟାଇଲେ ୟୁକ୍ରେନ୍‌ର ଏହି…

ଧୀରେ ଧୀରେ ଭୟଙ୍କର ହେଉଛି ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଯୁଦ୍ଧ। ସେଠାରୁ ଏମିତି ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି, ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ରୁଷ ଭଳି ଶକ୍ତିଶାଳୀ ଦେଶ ସାମ୍ନାରେ ୟୁକ୍ରେନ୍‌ ସେନା କିଛି ନୁହେଁ। ତଥାପି ରାଷ୍ଟ୍ରପତି ଜେଲେନ୍‌ସ୍କି ହାର୍‌ ମାନିବାକୁ…

ମାଓବାଦୀଙ୍କ ଉଦ୍ୟମକୁ ପଣ୍ଡ କଲା ଗଜପତି ପୋଲିସ ! ଉଦ୍ଧାର କଲା ଦୁଇଟି ଅଫୁଟା ଲ୍ୟାଣ୍ଡମାଇନ

ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକ ଗ୍ରାମ ନିକଟରେ ଦୁଇଟି ଲ୍ୟାଣ୍ଡ ମାଇନ ଉଦ୍ଧାର କରିଛି ଗଜପତି ଜିଲ୍ଲା ପୋଲିସ ।ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମାଓବାଦୀ ମାନେ ଷଡଯନ୍ତ୍ର କରି ଲ୍ୟାଣ୍ଡମାଇନକୁ ପୋଲ ତଳେ ଖଞ୍ଜିଥବା ଜଣା ପଡିଛି । ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ କହିବା ମୁତାବକ…

ସୁନ୍ଦରଗଡ଼ କେ. ବଳାଙ୍ଗରେ ଲାଣ୍ଡମାଇନ ଜବତ, ସିଆରପିଏଫ କମ୍ବିଂ ଅପରେସନ ବେଳେ ମିଳିଲା ଲ୍ୟାଣ୍ଡମାଇନ୍‌

ସୁନ୍ଦରଗଡ଼(କେନ୍ୟୁଜ୍) : ସୁନ୍ଦରଗଡ଼ କେ. ବଳାଙ୍ଗ ଥାନା ଅଞ୍ଚଳରେ ଲାଣ୍ଡମାଇନ ଜବତ। ଲଙ୍ଗଳକଟା ଅଞ୍ଚଳରେ ସିଆରପିଏଫ କମ୍ବିଂ ଅପରେସନ କରୁଥିବା ବେଳେ ମଝି ରାସ୍ତାରୁ ଲ୍ୟାଣ୍ଡମାଇନ୍‌ ପାଇଥିଲେ। ବୋମାକୁ ସଙ୍ଗେ ସଙ୍ଗେ ନିଷ୍କ୍ରିୟ କରାଯାଇଥିଲା। ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ବେଳେ ପୋଲିସକୁ…