Below header

ସମ୍ବଲପୁର ଶୀତଳ ଷଷ୍ଠୀର ଆଜି ଅନ୍ତିମ ଦିବସ

ସମ୍ବଲପୁର (କେନ୍ୟୁଜ୍) : ଶୀତଳ ଷଷ୍ଠୀର ଆଜି ଅନ୍ତିମ ଦିବସ । ରଥାରୂଢ଼ ହୋଇ ଯୁଗଳ ଦର୍ଶନ ଦେଉଛନ୍ତି ଦେବ ଦମ୍ପତି । ଗତକାଲି ରାତି ୧୧ଟା ୩୦ରେ ମହାଆଳତୀ ପରେ ନଗର ଶୋଭାଯାତ୍ରାରେ ବାହାରିଛନନ୍ତି ଦେବ ଦେବ ମହାଦେବ ଓ ମାତା ପାର୍ବତୀ । ଯୁଗଳ ମୂର୍ତ୍ତି ଆଜି ସନ୍ଧ୍ୟା ଯାଏ ନଗର ପରିକ୍ରମା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.