ଗଣମାଧ୍ୟମକୁ ମାଓବାଦୀଙ୍କ ଚିଠି, ଗୁରୁପ୍ରିୟା ସେତୁକୁ ଟାର୍ଗେଟ

ମାଲକାନଗିରି(କେନ୍ଯୁଜ୍) : ଗଣମାଧ୍ୟମକୁ ମାଓବାଦୀଙ୍କ ଚିଠି। ଏମକେଭିବିଡି ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଚିଠିରେ ଗୁରୁପ୍ରିୟା ସେତୁକୁ ବିରୋଧ କରାଯାଇଛି। ଗୁରୁପ୍ରିୟା ଆଦିବାସୀଙ୍କ ବିକାଶ ପାଇଁ ନୁହେଁ ବିନାଶ ପାଇଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଆଦିବାସୀଙ୍କ ପ୍ରାକୃତିକ ସମ୍ପଦ ଲୁଟ୍‌ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।

gurupriya ସେହିପରି ଲଗାଣ ବର୍ଷାରେ ମାଲକାନଗିରି ବାଲିମେଳା ଡ୍ୟାମରୁ ପାଣି ଆସି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ୭ଟି ପଞ୍ଚାୟତର ଫସଲ ନଷ୍ଟ ହୋଇଛି। ଏନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଚିଠି ମାଧ୍ୟମରେ ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.