ସ୍କୁଲ ଭିତରୁ ଲୁଟ୍, ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଛଡାଇ ନେଲେ ଦୁର୍ବୃତ୍ତ
ଜଗତସିଂହପୁର (କେନ୍ୟୁଜ୍) : ସ୍କୁଲ ଭିତରୁ ଲୁଟ୍। ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଛଡାଇ ନେଲେ ଦୁର୍ବୃତ୍ତ। ଜଗତସିଂହପୁର ତିର୍ତ୍ତୋଲ ଥାନା ବଫାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଲୁଟ୍ ହୋଇଛି। ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ସ୍କୁଲରେ ଥିବାବବେଳେ ଦୁଇ ଜଣ ପିଲାଙ୍କ ଆଡମିଶନ ନେଇ ତାଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ହତାଠ୍ ବେକରୁ ଚେନ୍ ଛିଡାଇ ନେଇ ମୋଟରସାଇକେଲରେ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।