Below header

ପୋକ ଦେହରେ ଅଲରାନାଥଙ୍କ ପ୍ରତିଛବି, ଦେଖିବାକୁ ଜନସମାଗମ

ପୋକଟିର ଦେହରେ ବ୍ରହ୍ମଗିରିର ଠାକୁର ଅଲରାନାଥଙ୍କ ମୁଁହ ଥିବା ଦେଖିବାକୁ ମିଳିଛି।  କଟକ ଚଉଳିଆଗଞ୍ଜ ବାବା ବୁଢା ମହାବୀରଙ୍କ ପ୍ରାଙ୍ଗଣରେ ପ୍ରଭୁ ଅଲାରନାଥ ରୂପ ଦେଖିବାକୁ ମିଳିଛି ଏକ ପୋକ ଦେହରେ ।

କଟକ(କେନ୍ୟୁଜ୍) ପୋକ ଦେହରେ ଅଲରାନାଥଙ୍କ ପ୍ରତିଛବି। କଟକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପୋକଟିର ଦେହରେ ବ୍ରହ୍ମଗିରିର ଠାକୁର ଅଲରାନାଥଙ୍କ ମୁଁହ ଥିବା ଦେଖିବାକୁ ମିଳିଛି।  କଟକ ଚଉଳିଆଗଞ୍ଜ ବାବା ବୁଢା ମହାବୀରଙ୍କ ପ୍ରାଙ୍ଗଣରେ ପ୍ରଭୁ ଅଲାରନାଥ ରୂପ ଦେଖିବାକୁ ମିଳିଛି ଏକ ପୋକ ଦେହରେ ।  ଏହି ପୋକକୁ ଦେଖିବାକୁ କିଛି ସମୟ ବାବା ବୁଢା ମହାବୀରଙ୍କ ପ୍ରାଙ୍ଗଣରେ ଭିଡ଼ ଦେଖିବାକୁ ମିଳିଥିଲା। ଅଲାରନାଥ ପ୍ରଭୁଙ୍କ ରୁପ ଦର୍ଶନ କରି ସାହି ବାସିନ୍ଦା ବେଶ ଆନନ୍ଦିତ ଥିବା କହିଛନ୍ତି। ଚଉଳିଆଗଞ୍ଜର ବାସିନ୍ଦା ସମାଜସେବୀ ସୁକାନ୍ତ ସହାଣୀ ପ୍ରଥମେ ଏହି ପୋକକୁ ଦେଖିଥିଲେ। ପରେ ପୋକଟିକୁ ଦେଖିବାକୁ ଜନସମାଗମ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.