Below header

ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡ଼ିଲା ରକ୍ତ ଛିଟା, ଚାଲିଛି ମହାପ୍ରଭୁଙ୍କ ମହାସ୍ନାନ

ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡ଼ିଲା ଶ୍ରଦ୍ଧାଳୁଙ୍କ ରକ୍ତ ଛିଟା । ଚାଲିଛି ମହାପ୍ରଭୁଙ୍କ ମହାସ୍ନାନ । ବଡ଼ ମହାସ୍ନାନ ହେତୁ ୧ ଘଣ୍ଟା ବନ୍ଦ ରହିଲା ଦର୍ଶନ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡ଼ିଲା ଶ୍ରଦ୍ଧାଳୁଙ୍କ ରକ୍ତ ଛିଟା । ଚାଲିଛି ମହାପ୍ରଭୁଙ୍କ ମହାସ୍ନାନ । ବଡ଼ ମହାସ୍ନାନ ହେତୁ ୧ ଘଣ୍ଟା ବନ୍ଦ ରହିଲା ଦର୍ଶନ। ଜଣେ ଶ୍ରଦ୍ଧାଳୁ ଆଘାତ ଯୋଗୁ ରକ୍ତ ପଡିଥିବା ଅନୁମାନ କରାଯାଉଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡରେ ସମାଗମ ହୋଇଛିନ୍ତି ହଜାର ହଜାର ସଂଖ୍ୟାରେ ଭକ୍ତ। କାରଣ ଆଜି ରବିବାର ଓ କାଲି ବଡଦିନ ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.