Browsing Tag

puri sri mandir

ପୁରୀରେ ଶିଳ୍ପା ସେଟ୍ଟୀ, ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ

ପୁରୀ: ପୁରୀରେ ଶିଳ୍ପା ସେଟ୍ଟୀ । ପରିବାର ସହ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ । ମହାପ୍ରଭୁଙ୍କ ଦର୍ଶନ କରି ମାଗିବେ ଆଶିଷ । କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର ଠାରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ସ୍ବାଗତ କରିଥିଲେ ।  ଏନେଇ ଶ୍ରୀମନ୍ଦିର…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ, ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ହେବ ଅନୁଷ୍ଠିତ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଏହାସହ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପହିଲି ଭୋଗର ଅନ୍ତିମ ଦିବସ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ…

ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ, ପୁରୀ ଭିଡ଼ ପାଇଁ ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ

ପୁରୀ : ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ ।  ପୁରୀ ଭିଡ଼ ପାଇଁ ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ।  ପ୍ରବଳ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା…

ଶ୍ରୀମନ୍ଦିରରେ ନୂଆବର୍ଷ ନୀତିନିର୍ଘଣ୍ଟ: ୩୧ ତାରିଖ ରାତି ୧୧ରେ ପହୁଡ଼, ୨ଟାରେ ଦ୍ବାର ଫିଟିବ

ପୁରୀ : ନୂଆବର୍ଷ ପାଇଁ ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିକାନ୍ତି ।  ଡିସେମ୍ବର ୩୧ ତାରିଖ ରାତି ୧୧ଟାରେ ହେବ ଶ୍ରୀଜିଉଙ୍କ ପହୁଡ଼ ନୀତି ।  ପରେ ପୁଣି ରାତ୍ର ୨ଟାରେ ହେବ ଦ୍ବାରଫିଟା ନୀତି । ଛତିଶାନିଯୋଗ ଓ ନୀତି ସବକମିଟି ଅନୁମୋଦିତ ନୀତି ଅନୁସାରେ ଏହି ନିଷ୍ପତ୍ତି ହୋଇଛି ।…

ଡିସେମ୍ବର ୩୧ ରେ ଶ୍ରୀଜିଉଙ୍କ ସଅଳ ପହୁଡ ଏବଂ ସଅଳ ଦ୍ଵାରଫିଟା ନୀତି, ରାତି ୧୧ ରେ ପହୁଡ ହୋଇ ୨ ଟାରେ ଫିଟିବ ଦ୍ୱାର

ପୁରୀ : ନୂଆ ବର୍ଷ ପାଇଁ ପ୍ରକାଶ ପାଇଲା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି । ଡିସେମ୍ବର ୩୧ ରେ ମାତ୍ର ୩ ଘଣ୍ଟା ନିଦ୍ରା ଯିବେ ଶ୍ରୀଜିଉ ।  ଡିସେମ୍ବର ୩୧ ତାରିଖରେ ରାତି ୧୧ ଟାରେ ପହୁଡ ହୋଇ ରାତ୍ର ୨ ଟାରେ ଦ୍ୱାର ଫିଟିବ ।  ଛତିଶାନିଯୋଗ ଓ ନୀତି ସବକମିଟି ବୈଠକର ଅନୁମୋଦିତ ନୀତି…

ନୂଆ ବର୍ଷ ପାଇଁ ପୁରୀରେ ଲାଗିଲାଣି ଭିଡ଼, ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ : ନୂଆ ବର୍ଷ ପାଇଁ ପୁରୀରେ ଲାଗିଲାଣି ଭିଡ଼ । ନୂଆ ବର୍ଷ ଦିନ ଶ୍ରୀମନ୍ଦିର ଏବଂ ପୁରୀ ସମୁଦ୍ର ବେଳାଭୂମିରେ ସାଢ଼େ ୩ ଲକ୍ଷରୁ ୪ ଲକ୍ଷଙ୍କ ବିଶାଳ ସମାଗମ ହେବା ଅନୁମାନ କରାଯାଉ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ନୂଆ ବର୍ଷ ପାଇଁ…

ନୂଆବର୍ଷ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା, ୬୦ ପ୍ଲାଟୁନ୍ ପୋଲିସ ମୁତୟନ

ପୁରୀ : ନୂଆବର୍ଷ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି। ନୂଆବର୍ଷ ଦିନ ପୁରୀରେ ପାଖାପାଖି ୪ଲକ୍ଷ ଭକ୍ତଙ୍କ ସମାଗମ ହେବ ।  ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ୬୦ ପ୍ଲାଟୁନ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଶକ୍ତିଶାଳୀ ବାହିନୀକୁ ନିୟୋଜିତ କରାଯିବ।  ଶାନ୍ତି…

ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣୀକୁ ବିରୋଧ, ରାଧାରାଣୀଙ୍କ ଅଭିଶାପ ନେଇ ଭୁଲ ଅଵଧାରଣା

ପୁରୀ: ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଟିପ୍ପଣୀକୁ ନେଇ ବିବାଦ ।  ବଭିନ୍ନ ମହଲରେ ଅସନ୍ତୋଷ ଏବଂ ବିରୋଧ ।  ଶ୍ରୀମନ୍ଦିର ପ୍ରସଙ୍ଗରେ ଶୁଭଙ୍କର ସୋସିଆଲ ମିଡିଆରେ ଟିପ୍ପଣୀ ଦେଇଛନ୍ତି ।  ଶୁଭଙ୍କର କହିଛନ୍ତି, ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ…

ଦିଲ୍ଲୀ ବିସ୍ଫୋରଣ ପରେ ପୁରୀର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ

ପୁରୀ : ଦିଲ୍ଲୀ ବିସ୍ଫୋରଣ ପରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ପୁରୀର ସୁରକ୍ଷା ସମୀକ୍ଷା କରିଛନ୍ତି ।  ଶ୍ରୀମନ୍ଦିର ଓ ଅନ୍ୟ ଧର୍ମୀୟ ସ୍ଥାନ ସହ ତଟ ସୁରକ୍ଷା ନେଇ ଆଲୋଚନା କରିଛନ୍ତି । ସବୁ ସ୍ଥାନରେ ସୁରକ୍ଷାକୁ ବଢାଯାଇଛି ।  ପୁରୀ ଏସପି, କୋଷ୍ଟ ଗାର୍ଡ କମଣ୍ଡାନଟ ଓ ଅନ୍ୟ…

ଶ୍ରୀମନ୍ଦିର ଭିତରେ ପୁଣି ହିଡେନ କ୍ୟାମେରା ଜବତ, ସେବକ ବେଶରେ ଗର୍ଭଗୃହରେ ପଶିଲେ ଭକ୍ତ

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ପୁଣି ହିଡେନ କ୍ୟାମେରା ଜବତ । ଶ୍ରୀମନ୍ଦିର ଜଗମୋହନ ନିକଟରେ ହିଡେନ କ୍ୟାମେରା ଜବତ । ଚଷମାରେ ହିଡେନ କ୍ୟାମେରା ପିନ୍ଧିଥିବା ଭକ୍ତ ଭରତ ପାଣ୍ଡିଆ ପ୍ରୋଟକଲରେ ମନ୍ଦିର ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ…

ଆଜି କାର୍ତ୍ତିକ ପୂର୍ଣ୍ଣିମା: ପଞ୍ଚକର ଶେଷ ଦିନରେ ରାଜାରାଜେଶ୍ବର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : ଆଜି କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରାଜାରାଜେଶ୍ବର ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ବଡ଼ି ଭୋରରୁ ଦ୍ବାରଫିଟା ପରେ ନୀତିକାନ୍ତି ବଢିବା ସହ ଚାଲିଛି ସର୍ବସାଧାରଣ ଦର୍ଶନ । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ…

ପୁରୀ ଶ୍ରୀମନ୍ଦିରରେ ଆଜି ପଞ୍ଚକ ତୃତୀୟ ଦିନ, ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ପଞ୍ଚକ ତୃତୀୟ ଦିନ । ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଲକ୍ଷ୍ମୀନୃସିଂହ ବେଶ କରିବେ । ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ…