Below header

ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ, କୋଭିଡ କଟକଣା ପାଇଁ ପ୍ରାୟ ଜାଗାରେ ଖୋଲିବ ନାହିଁ ଚର୍ଚ୍ଚ

ଭୁବନେଶ୍ବର: ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ । ଏନେଇ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହର ବାତାବରଣ । ତେବେ କୋଭିଡ କଟକଣା ପାଇଁ କଟକର ପ୍ରାୟ ଜାଗାରେ ଖୋଲିବ ନାହିଁ ଚର୍ଚ୍ଚ ।

ଖ୍ରୀଷ୍ଟିୟାନ ଭାଇଭଉଣୀ ମାନେ ଖ୍ରୀଷ୍ଟମାସ ପାଳିବେ । କିନ୍ତୁ ଏଥର ଚର୍ଚ୍ଚରେ ନୁହେଁ କେବଳ ଘରେ ରହି ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରିବେ । ଘରେ ଘରେ କେକ ତିଆରି କରି ନିଜ ବନ୍ଧୁବାନ୍ଧବଙ୍କୁ ବାଣ୍ଟିବେ । ସମସ୍ତେ ଭିଡ଼ିଓ କଲରେ କାରୋଲ ଗୀତ ଗାଇବେ । ଏ ନେଇ ଅଧିକ ଆଲୋଚନା କରିଛନ୍ତି ଆମ କଟକ ରିପୋର୍ଟର ଶ୍ରୀରାମ ରାୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.