Browsing Tag

lord jesus

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁ

କନ୍ଧମାଳ: କାଲି ପବିତ୍ର ବଡ ଦିନ । ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁ ।  ବଡଦିନକୁ ଧୁମଧାମରେ ମନେଇବାକୁ କନ୍ଧମାଳ ଜିଲ୍ଲାରେ ଥିବା ବିଭିନ୍ନ ଚର୍ଚ୍ଚ ଗୁଡିକ ଚଳଚଞ୍ଚଳ ହୋଇଛି । ରଙ୍ଗ ବେରଙ୍ଗର ଲାଇଟ, ଭଳିକି ଭଳି ଷ୍ଟାର, ବେଲୁନ୍ ଭଳି ତୋରଣ ମାଳାରେ ଝଲସୁଛି ଚର୍ଚ୍ଚ । ଘରେ…

ରାତି ପାହିଲେ ବଡ଼ ଦିନ, ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ

ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ଏଥିପାଇଁ ସଜେଇ ହୋଇଛି ଚର୍ଚ୍ଚ । ପ୍ରଭୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଖ୍ରୀଷ୍ଟ ଧମ୍ବାବଲମ୍ବୀ । ଖ୍ରୀଷ୍ଟମାସ ଟ୍ରି, ସ୍ନୋ ବଲ ଓ ରଙ୍ଗାରଙ୍ଗ ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ । ସେଲିବ୍ରେସନ ମୁଡରେ…

ବ୍ରାଜିଲର ବିଶାଳକାୟ ଯୀଶୁଖୀଷ୍ଟଙ୍କ ଷ୍ଟାଚ୍ୟୁ ଉପରେ ବଜ୍ରପାତ! କ୍ୟାମେରାରେ କଏଦ ହେଲା ଅଦ୍ଭୁତ ଦୃଶ୍ୟ

ବ୍ରାଜିଲରୁ ଏକ ଆଶ୍ଚର୍ଯ୍ୟଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରସିଦ୍ଧ ବିଶାଳକାୟ ଷ୍ଟାଚ୍ୟୁ ଉପରେ ଶୁକ୍ରବାର ଏବଂ ଶନିବାରର ମଧ୍ୟବର୍ତ୍ତୀ ରାତିରେ ବଜ୍ରପାତ ହୋଇଛି। ଏହି ମୁହୂର୍ତ୍ତର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଫଟୋରେ ଆପଣ ଦେଖିପାରିବେ ଯେ…

ମଧ୍ୟରାତିରେ ଧରାବତରଣ କଲେ ପ୍ରଭୁ ଯୀଶୁ, ସ୍ୱାଗତ ପାଇଁ ଭୁବନେଶ୍ୱରର ସମସ୍ତ ଚର୍ଚ୍ଚରେ ବ୍ୟାପକ ପ୍ରସ୍ତୁତି

କେନ୍ୟୁଜ୍(ବ୍ୟୁରୋ): ଆଜି ବଡ଼ଦିନ । ଜନ୍ମ ନେଲେ ପ୍ରଭୁ ଯୀଶୁ । ମଧ୍ୟରାତିରେ ଧରାବତରଣ କରିଛନ୍ତି । ଚର୍ଚ୍ଚର ଏନ୍ତୁଡ଼ିଶାଳରେ ନବଜାତ ଯୀଶୁଙ୍କ ପଦାର୍ପଣ ଖେଳାଇ ଦେଇଛି ଖୁସିର ଲହରି । ପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ଖୁସିରେ ପରସ୍ପରକୁ କୋଳାଗ୍ରତ କରିଥିଲେ । ଦେଶର ସମସ୍ତ…

ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ, କୋଭିଡ କଟକଣା ପାଇଁ ପ୍ରାୟ ଜାଗାରେ ଖୋଲିବ ନାହିଁ ଚର୍ଚ୍ଚ

ଭୁବନେଶ୍ବର: ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ । ଏନେଇ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହର ବାତାବରଣ । ତେବେ କୋଭିଡ କଟକଣା ପାଇଁ କଟକର ପ୍ରାୟ ଜାଗାରେ ଖୋଲିବ ନାହିଁ ଚର୍ଚ୍ଚ । ଖ୍ରୀଷ୍ଟିୟାନ ଭାଇଭଉଣୀ ମାନେ ଖ୍ରୀଷ୍ଟମାସ ପାଳିବେ । କିନ୍ତୁ ଏଥର ଚର୍ଚ୍ଚରେ…