Below header

ରାତି ପାହିଲେ ବଡ଼ ଦିନ, ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ

ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ଏଥିପାଇଁ ସଜେଇ ହୋଇଛି ଚର୍ଚ୍ଚ । ପ୍ରଭୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଖ୍ରୀଷ୍ଟ ଧମ୍ବାବଲମ୍ବୀ । ଖ୍ରୀଷ୍ଟମାସ ଟ୍ରି, ସ୍ନୋ ବଲ ଓ ରଙ୍ଗାରଙ୍ଗ ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ ।

ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ଏଥିପାଇଁ ସଜେଇ ହୋଇଛି ଚର୍ଚ୍ଚ । ପ୍ରଭୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଖ୍ରୀଷ୍ଟ ଧମ୍ବାବଲମ୍ବୀ । ଖ୍ରୀଷ୍ଟମାସ ଟ୍ରି, ସ୍ନୋ ବଲ ଓ ରଙ୍ଗାରଙ୍ଗ ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ । ସେଲିବ୍ରେସନ ମୁଡରେ ସାରା ବିଶ୍ବ। ବିଭିନ୍ନ ଚର୍ଚ୍ଚରେ ଭିଡ଼ ହେଲାଣି ।

ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବାକୁ ସମସ୍ତ ପ୍ରସ୍ତୁତି ସରିଛି । ଚର୍ଚ୍ଚ ପରିସରରେ ଯୀଶୁଙ୍କ ଜନ୍ମ ସମୟର ଦୃଶ୍ୟକୁ ଦେଖାଇବା ପାଇଁ ବିଭିନ୍ନ ପ୍ରକାର ମୂର୍ତ୍ତି ସହ କୁଡିଆ ଘର ବି ପ୍ରସ୍ତୁତ କରାଯାଇଛି। ବଡ଼ଦିନକୁ ଧୂମଧାମରେ ପାଳନ କରିବା ପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିତରେ ପ୍ରବଳ ଉତ୍ସାହ । ସେପଟେ ଖ୍ରୀଷ୍ଟମାସ ଓ ବଡ଼ଦିନ ପାଇଁ କମିସନରେଟ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.