Below header

ଅକ୍ଟୋବର ୨ରୁ ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ, ସାମିଲ ହେବେ ଓଡ଼ିଶା ସୀମାନ୍ତ ଓ ଛତିଶଗଡର ବିିଭିନ୍ନ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ବର(କେନ୍ୟୁଜ୍): ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବ ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ । ମହାନଦୀ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷାକୁ ନେଇ ସଚେତନତା କରାଯିବ । ଓଡ଼ିଶା ସୀମାନ୍ତ ଅଞ୍ଚଳ ଓ ଛତିଶଗଡର ବିିଭିନ୍ନ ପ୍ରତିନିଧି ମଣ୍ଡଳୀ ଏଥିରେ ସାମିଲ ହେବେ । ସେପଟେ ରାଜ୍ୟ ସରକାର ମହାନଦୀ ସୁରକ୍ଷାକୁ ନେଇ ଆରମ୍ଭ କରିଥିବା ସୁଖାସୋଢା ଅଭିଯାନ ରାଜନୈତିକ ଉଦ୍ଦେଶ୍ୟ ନେଇ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.