Below header

ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଦିଲୁ ବେହେରା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ଜମ୍ବୁ ସେଠୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ଦିଲୁ ବେହେରା ସହ ତାର ବାପା ଓ ସ୍ତ୍ରୀକୁ ଗିରଫ କରିଛି କମିଶନରେଟ୍‌ ପୋଲିସ।

ଅଭିଯୁକ୍ତକୁ ଆଶ୍ରୟ ଦେବା ଅଭିଯୋଗରେ ଆଉ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗତକାଲି ଆତ୍ମସମର୍ପଣ କରିଥିଲା ସୁପାରି କିଲର। ଗତ ୪ ତାରିଖରେ ବିଚ୍‌ ରାସ୍ତାରେ ଜମ୍ବୁଙ୍କୁ ଖଣ୍ଡାରେ ହାଣି ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.