Below header

ଓଲଟିଲା ମାଲେସିଆ ଜାହାଜର କଣ୍ଟେନର୍‌

ବ୍ରହ୍ମଗିରି(କେନ୍ୟୁଜ୍): ଓଲଟିଲା ମାଲେସିଆ ଜାହାଜର କଣ୍ଟେନର୍‌ । ଚିଲିକା ରାଜହଂସ ନିକଟରେ ଥିବା ମାଲେସିଆ ଜାହାଜର କଣ୍ଟେନର୍‌ ଆଜି ଅପରାହ୍ନରେ ଓଲଟି ପଡିଛି । ଖରାପ ପାଗ ଏବଂ ସମୁଦ୍ରରେ ଜୁଆର ଯୋଗୁଁ କଣ୍ଟେନର ଓଲଟି ପଡିଥିବା ସୂଚନା ମିଳିଛି । ଅଗଷ୍ଟ ୭ ତାରିଖରେ ଯାନ୍ତ୍ରିକ ତୃଟି ଯୋଗୁ ମାଲେସିଆ ଜାହାଜ ଭାସିଆସି ଚିଲିକା କୂଳରେ ଲାଗିଥିଲା । ଏନେଇ ଆସନ୍ତାକାଲି ଜାହାଜରୁ ତେଲ ନିସ୍କାସନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର‌୍ୟ୍ୟକ୍ରମ ଥିଲା । ହେଲେ ଜାହାଜର ଇଞ୍ଜିନ୍‌ ସୁରକ୍ଷିତ ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.