ଝାରସୁଗୁଡ଼ା(କେନ୍ୟୁଜ୍): ପେଟ୍ରୋଲ ପମ୍ପରୁ ବାହାରୁଛି ପାଣି। ଝାରସୁଗୁଡ଼ାର ସୁନାରିମୁଣ୍ଡା ହିନ୍ଦୁସ୍ତାନ ପେଟ୍ରୋଲିୟମର ମାରୁତି ପେଟ୍ରୋଲ ପମ୍ପରୁ ଏଭଳି ଅଭିଯୋଗ ଆସିଛି। ଉମେଶ ଗୁପ୍ତା ନାମକ ଜଣେ ଗ୍ରାହକ ପେଟ୍ରୋଲ ପକାଇବା ପରେ ଏଭଳି ଅଭିଯୋଗ ଆଣିଛନ୍ତି। ଉମେଶ ପେଟ୍ରୋଲ ପକାଇବା ବେଳେ ପେଟ୍ରୋଲ ପମ୍ପରୁ ପାଣି ବାହାରିଥିଲା। ଏନେଇ ସେ ଅଭିଯୋଗ କରିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାହକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାର ତଦନ୍ତ ଦାବି କରିଛନ୍ତି ଗ୍ରାହକ।
Next Post