Below header

ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଡାକ୍ତରଖାନା ୩ ମହଲା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର (କେନ୍ୟୁଜ୍) : ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଡାକ୍ତରଖାନାର ୩ ମହଲାରୁ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ପରେ ଉଦ୍ଧାରକାରୀଙ୍କୁ ସାରା ରାତି ମଦ ବୋତଲ ଓ ଚେୟାର, ଟେବୁଲ ଫିଙ୍ଗିଛନ୍ତି ଯୁବକ । କେନ୍ଦୁଝର ଜିଲ୍ଲା ପୁରୁଣା ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି । ତେବେ ଯୁବକ ଜଣକ କିଏ, କେଉଁଠୁ ଆସିଛନ୍ତି ତାହା ଜଣାପଡିନାହିଁ । ସେପଟେ ଡାକ୍ତରଖାନା ଛାତରେ ମଦ ବୋତଲ କିପରି ମିଳିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.