Below header

ପିକଅପ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ

ପିକ୍‌ଅପ୍‌ ଭ୍ୟାନ୍‌ ସହ ମୁହାଁ ମୁହିଁ ଧକ୍କା ହେଲା ବାଇକ୍‌ । ଦୁର୍ଘଟଣାରେ ବାଇକ ଚାଳକ ମୃତ ।

ବାଲିଗୁଡା : ପିକ୍‌ଅପ୍‌ ଭ୍ୟାନ୍‌ ସହ ମୁହାଁ ମୁହିଁ ଧକ୍କା ହେଲା ବାଇକ୍‌ । ଦୁର୍ଘଟଣାରେ ବାଇକ ଚାଳକ ମୃତ । ବାଲିଗୁଡା ଏନ.ଏଚ ୫୯ ନମ୍ବର ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଦୁର୍ଘଟଣା । ମୃତକ ଭଞ୍ଜନଗର ଥାନା କଇଠପଲିର ସନ୍ତୋଷ ରଣା ବୋଲି ଜଣାପଡ଼ିଛି । ଏନେଇ ବାଲିଗୁଡା ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.