ବଣାଇ: ଘରୋଇ କଳିକୁ ନେଇ ସ୍ତ୍ରୀକୁ ଭୂଜାଲିରେ ହାଣିଲା ସ୍ୱାମୀ

ବଣାଇ: ଘରୋଇ କଳିକୁ ନେଇ ସ୍ତ୍ରୀକୁ ଭୂଜାଲିରେ ହାଣିଲା ସ୍ୱାମୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଧାତିକିପୋସ ଗାଁରେ ଏହି ଅଘଟଣ ଘଟିଛି । ସ୍ୱାମୀ ଗୋବିନ୍ଦ କିଷାନ୍ ଏକ ଭୂଜାଲିରେ ତାଙ୍କ ସ୍ତ୍ରୀ ରଇବାରିକୁ ଭୂଷି ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋବିନ୍ଦ ଓ ରଇବାରି ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.