ମାଟିରେ ମିଶିଲା ମାଓ ଗଡରେ ଥିବା ୩୦ଫୁଟ ଉଚ୍ଚର ସହିଦ ସ୍ତମ୍ଭ

ମାଲକାନଗିରି: ମାଟିରେ ମିଶିଲା ମାଓ ଗଡର ସହିଦ ସ୍ତମ୍ଭ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଓ୍ଵାଡା ଜିଲ୍ଲାରେ ୩୦ଫୁଟର ଉଚ୍ଚ ମାଓ ସ୍ତମ୍ଭକୁ ମାଟିରେ ମିଶାଇଲେ ପୋଲିସ ଓ ସ୍ଥାନୀୟ ଲୋକେ ।

ଇନ୍ଦ୍ରବତୀ ଦନୀ କୂଳରେ ମାଓବାଦୀଙ୍କ ବିରାଟକାୟ ସହିଦ ସ୍ତମ୍ଭ ରହିିଥିଲା । ମାଓ ସଙ୍ଗଠନରେ ମୃତ ମାଓବାଦୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ତମ୍ଭ ସ୍ଥାପନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.