Below header

କଳାହାଣ୍ଡି ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣାରେ ମାଓ ପୋଷ୍ଟର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣାରେ ମାଓ ପୋଷ୍ଟର। ନୂତନ ପ୍ରସ୍ତାବିତ ସିଆରପିଏଫ୍‌ କ୍ୟାମ୍ପକୁ ବିରୋଧ, ଯୁବକ ମାନଙ୍କୁ ପୋଲିସ ଇନଫର୍ମର କରିବା ଓ କଳାହାଣ୍ଡିର ଖଣିଜ ସମ୍ପଦକୁ କମ୍ପାନୀ ହାତରେ ଟେକି ଦେବା ପ୍ରତିବାଦ କରି ଏହି ପୋଷ୍ଟର ଲଗାଯାଇଛି।

ସିପିଆଇ ମାଓବାଦୀ କଳାହାଣ୍ଡି ଏରିଆ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.