Below header

ପୁରୀରେ ମହାଦେବଙ୍କ ବାହନ ନନ୍ଦୀଶ୍ୱରଙ୍କର ବ୍ରତଘର ପରେ ବିବାହ ମହୋତ୍ସବ ଅନୁଷ୍ଠିତ

ଶ୍ରୀକ୍ଷେତ୍ର ପୁରୀରେ ପ୍ରଥମ ଥର ପାଇଁ ଦେବ ଦେବ ମହାଦେବଙ୍କ ବାହାନ ନନ୍ଦୀଶ୍ୱରଙ୍କ ବ୍ରତୋପନୟନ ଓ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ବିବାହ ଉତ୍ସବ। ଚନ୍ଦନପୁର ନିକଟସ୍ଥ ସୂର୍ଯ୍ୟନାରାୟଣ ଆଶ୍ରମରେ ଥିବା ଷଣ୍ଢ ନନ୍ଦୀ ସହ ହରିହରାନନ୍ଦ ଗୁରୁକୁଳ ଆଶ୍ରମରେ ଥିବା ଗାଈ ସୁପ୍ରଭାର ଶୁଭ ପରିଣୟ ସମ୍ପନ୍ନ ହୋଇଥିଲା। ଭବ୍ୟ ଶୋଭାଯାତ୍ରା ସହ ନବବିବାହିତ ଦମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.