Below header

କ୍ଵାରେଣ୍ଟାଇନ ସେଣ୍ଟରରେ ପ୍ରବଳ ଉତ୍ପାତ କରୁଛନ୍ତି ପ୍ରବାସୀ ଓଡ଼ିଆ, ସରପଞ୍ଚ କି ଜନ ସାଧାରଣଙ୍କ କଥା ମାନୁନାହାନ୍ତି

ଗଞ୍ଜାମ (କେନ୍ୟୁଜ): ପ୍ରବାସୀ ଓଡିଆଙ୍କ ପୁଣି ବିତ୍ପାତ୍ତ, ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋକର୍ଣପୁର ରେ ହୋଇଥିବା କ୍ଵାରେଣ୍ଟାଇନ ସେଣ୍ଟରକୁ ଗତକାଲି ରାତିରେ ସୁରତରୁ ବସ୍ ଯୋଗେ ପହଞ୍ଚି ଥୀଲେ ପ୍ରବାସୀ ।ଆଜି ସକାଳୁ କିଛି ଯୁବକ ବାହାରେ ବୁଲାବୁଲି କରୁଥିବା ବେଳେ ଆକଟ କରିଥିଲେ ସ୍ଥାନୀୟ ବାସିନ୍ଦା ଓ ନିର୍ବାଚିତ ପ୍ରତିନିଧି । ଏହା ପରେ ଯୁବକ ମାନେ ପ୍ରବଳ ଯୁକ୍ତିତର୍କ କରିଥିଲେ । ପରେ ପୋଲିସ୍ ପହଞ୍ଚି ଆୟତ୍ତ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.