ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ, ନାବାଳିକା ମୃତ

ନାବାଳିକାର ତଣ୍ଟି କାଟିଲା ପ୍ରେମିକ, ନାବାଳିକା ମୃତ। ଅନୁଗୋଳ ଜିଲ୍ଲା ସଦର ଥାନା କୁଇଓ ଅନନ୍ତ ବେରେଣୀ ଅଞ୍ଚଳର ଘଟଣା। ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ପ୍ରେମିକ ତଣ୍ଟି କାଟିଥିବା ଅଭିଯୋଗ ହୋଇଛି।

ଅନୁଗୋଳ(କେନ୍ୟୁଜ୍): ନାବାଳିକାର ତଣ୍ଟି କାଟିଲା ପ୍ରେମିକ, ନାବାଳିକା ମୃତ। ଅନୁଗୋଳ ଜିଲ୍ଲା ସଦର ଥାନା କୁଇଓ ଅନନ୍ତ ବେରେଣୀ ଅଞ୍ଚଳର ଘଟଣା। ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ପ୍ରେମିକ ତଣ୍ଟି କାଟିଥିବା ଅଭିଯୋଗ ହୋଇଛି।

ନାବାଳିକାକୁ ଜଣେ ଯୁବକ ଭଲ ପାଉଥିଲେ। ନାବାଳିକା ଜଣକ ରାଜି ନହେବାରୁ ତଣ୍ଟି କାଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଘର ଭିତରକୁ ଯାଇ ତଣ୍ଟି କାଟିଥିବା ଅଭିଯୋଗ ହୋଇଛି।