Below header

ଗଞ୍ଜାମ: ରମ୍ଭା କୋମଣ୍ଡ ବଡ଼ରାମପଲ୍ଲୀ ଗାଁରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ଜଣେ ମୃତ ଓ ଜଣେ ଗୁରୁତର

କୋମଣ୍ଡ ବଡ଼ରାମପଲ୍ଲୀ ଗାଁରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ। ଜଣେ ମୃତ ଓ ଜଣେ ଗୁରୁତର।ଘଟଣା ଘଟାଇ ଦୁର୍ବୁତ୍ତ ଫେରାର ହୋଇଥିବା ସୂଚନା। ମୃତକ ଜଣଙ୍କ ହେଲେ କୋମଣ୍ଡ ଗାଁର ପଦ୍ମ ରେଡି ଓରଫ ମିଟୁ ରେଡି ଏବଂ ଗୁରୁତର ଜଣକ ହେଉଛନ୍ତି ଲଷ୍ମୀ ନରସିଂହ ପଣ୍ଡା।

ବ୍ରହ୍ମପୁର(କେନ୍ୟୁଜ୍):  ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡ ବଡ଼ରାମପଲ୍ଲୀ ଗାଁରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ। ଜଣେ ମୃତ ଓ ଜଣେ ଗୁରୁତର।ଘଟଣା ଘଟାଇ ଦୁର୍ବୁତ୍ତ ଫେରାର ହୋଇଥିବା ସୂଚନା। ମୃତକ ଜଣଙ୍କ ହେଲେ କୋମଣ୍ଡ ଗାଁର ପଦ୍ମ ରେଡି ଓରଫ ମିଟୁ ରେଡି ଏବଂ ଗୁରୁତର ଜଣକ ହେଉଛନ୍ତି ଲଷ୍ମୀ ନରସିଂହ ପଣ୍ଡା। ଉଭୟଙ୍କୁ ପୁରୁଷୋତ୍ତମପୁର ମେଡ଼ିକାଲ ପରେ  ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳ ଘଟଣା ସ୍ଥଳରେ ରମ୍ଭା ଥାନା ପୋଲିସ ଏବଂ ଛତ୍ରପୁର ଏସିଡିପିଓ  ପହଞ୍ଚି ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.