Browsing Tag

murdered

ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କୁ ହତ୍ୟା, ଗିରଫ ହେଲେ ମହିଳା ଡାଏଟିସିଆନ୍‌

ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କୁ ହତ୍ୟା । ମୃତ ଡାକ୍ତର ହେଲେ ୫୨ ବର୍ଷୀୟ ସମ୍ବିତ କୁମାର ମହାନ୍ତି । ତାଙ୍କ ଘର କଟକ ନୂଆବଜାର ହୋଇଥିବାବେଳେ ସେ ଜଣେ ପାଥୋଲୋଜିଷ୍ଟ ଥିଲେ ବୋଲି ଜଣାପଡିଛି । ଓଡ଼ିଆ ଡାକ୍ତରଙ୍କୁ ଜଣେ ମହିଳା ଡାଏଟିସିଆନ୍‌ ସନି ଶର୍ମା ହତ୍ୟା କରିଥିବା ଦିଲ୍ଲୀ ପୋଲିସ କହିଛି…

ଟ୍ୟୁସନରୁ ଫେରୁଥିବା ସମୟରେ ନାବାଳିକାକୁ ଅପହରଣ ପରେ ହତ୍ୟା ଅଭିଯୋଗ,ତାତିଲେ ଗ୍ରାମବାସୀ

ପଶ୍ଚିମବଙ୍ଗର ୨୪ ପରାଗଣ ଜିଲ୍ଲାରେ ଏକ ଅଭାନୀୟ ଘଟଣା ଘଟିଛି  ।  ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଏକ ନାବାଳିକାକୁ ଦୁଷ୍କର୍ମ କରି ଜୀବନରୁ ମାରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି ।  ନାବାଳିକା ଜଣଙ୍କ ଟ୍ୟୁସନରୁ ଘରକୁ ଫେରୁ ଥିବା ସମୟରେ ଶୁକ୍ରବାର ଦିନ ତାଙ୍କୁ ଅପହରଣ କରାଯାଇଥିଲା ।…

ମନ୍ଦିର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ମାରି ଫିଙ୍ଗି ଦେଇଥିବା ସନ୍ଦେହ

ବୌଦ୍ଧ (କେନ୍ୟୁଜ): ଯୁବକଙ୍କୁ ପିଟିପିଟି ହତ୍ୟା । ବୌଦ୍ଧ ଆଦର୍ଶ ଥାନା ବଘିଆପଡା ଫାଣ୍ଡି ଗୌଡଦେଇ ମନ୍ଦିର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଜାମପାଲିର ବିଭୀଷଣ ମହାରଥୀ  ।  ଗତକାଲି ରାତିରୁ ଘରୁ ଯାଇ ଆଉ ଫେରି ନଥିଲେ ବିଭୀଷଣ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ…

ପଢୁଥିବା ବେଳେ ଘରେ ପଶି ନବମ ଶ୍ରେଣୀ ଛାତ୍ରକୁ ଦୁର୍ବୃତ୍ତର ଛୁରାମାଡ଼, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜୁରୀରେ ଚାଞ୍ଚଲ୍ୟ । ଦୁର୍ବୃତ୍ତର ଛୁରାମାଡ଼ରେ ନବମ ଶ୍ରେଣୀ ଛାତ୍ର ମୃତ । ଘରେ ପଢୁଥିବା ବେଳେ ଅଜଣା ବ୍ୟକ୍ତି ନାବାଳକକୁ ଛୁରାମାଡ଼ କରିଛି । ତେବେ ଛୁରାମାଡ଼ର କାରଣ ଜଣାପଡ଼ିନାହିଁ । ମୃତ ଛାତ୍ର ବେଣାପଞ୍ଜୁରୀର ମନୋଜ ପାଲଟାସିଂଙ୍କ ପୁଅ…

ଗଞ୍ଜାମ: ରମ୍ଭା କୋମଣ୍ଡ ବଡ଼ରାମପଲ୍ଲୀ ଗାଁରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ଜଣେ ମୃତ ଓ ଜଣେ ଗୁରୁତର

ବ୍ରହ୍ମପୁର(କେନ୍ୟୁଜ୍):  ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡ ବଡ଼ରାମପଲ୍ଲୀ ଗାଁରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ। ଜଣେ ମୃତ ଓ ଜଣେ ଗୁରୁତର।ଘଟଣା ଘଟାଇ ଦୁର୍ବୁତ୍ତ ଫେରାର ହୋଇଥିବା ସୂଚନା। ମୃତକ ଜଣଙ୍କ ହେଲେ କୋମଣ୍ଡ ଗାଁର ପଦ୍ମ ରେଡି ଓରଫ ମିଟୁ ରେଡି ଏବଂ ଗୁରୁତର ଜଣକ ହେଉଛନ୍ତି ଲଷ୍ମୀ…

ଘର ଭିତରେ ପଶି ମାଲିକାଣୀଙ୍କୁ ହତ୍ୟା କରିଥିଲା ଡ୍ରାଇଭର, ପର୍ଦ୍ଦାଫାସ କଲା ଗଞ୍ଜାମ ଗୋଷାଣୀ ନୂଆଗାଁ ଥାନା

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ନୀଳକଣ୍ଠନଗରରେ ଘରେ ପଶି ମହିଳାଙ୍କୁ ହତ୍ୟାର ପର୍ଦ୍ଦାଫାସ । ଘର ଡ୍ରାଇଭର ହତ୍ୟାକାରୀ। ଘର ଭିତରେ ପଶି ମାଲିକାଣୀଙ୍କୁ ହତ୍ୟା କରିଥିଲା ଡ୍ରାଇଭର। ଏନେଇ ବ୍ରହ୍ମପୁର SDPO ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ନୀଳକଣ୍ଠ ନଗରରେ ଏହି…

ଉତ୍ତରପ୍ରଦେଶର ବାଗପତ୍‌ରେ ୩୦ ଟଙ୍କା ପାଇଁ ସାଙ୍ଗ କଲା ସାଙ୍ଗର ହତ୍ୟା

ଉତ୍ତରପ୍ରଦେଶର ବାଗପତ୍‌ ଜିଲ୍ଲାରେ ସାଙ୍ଗମାନଙ୍କ ମଧ୍ୟରେ ପଇସାକୁ ନେଇ ବିବାଦ । ବିବାଦ ଯୋଗୁ ଯୁକ୍ତ ଦୁଇରେ ପଢୁଥିବା ୧୭ ବର୍ଷିୟ ଛାତ୍ର ରିତିକଙ୍କ ହତ୍ୟା । ଶୁକ୍ରବାର ପ୍ରାୟ ରାତି ୯ଟାରେ ସାଙ୍ଗମାନେ ତଣ୍ଟି ଚିପି ମାରିବାର ଘଟଣା ସାମ୍ନାକୁ ଆସିଥିଲା । ଘଟଣାଟି ବଡ଼ୌତ ଥାନା ଅଞ୍ଚଳର ।…

ଚାନ୍ଦା ଆଦାୟକୁ କେନ୍ଦ୍ର କରି ଗାଁ ମଝିରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର(କେନ୍ୟୁଜ୍):   ଚାନ୍ଦା ଆଦାୟକୁ କେନ୍ଦ୍ର କରି ଯୁବକଙ୍କ ହତ୍ୟା । ସମ୍ବଲପୁର ଜିଲ୍ଲା ବୁର୍ଲା କଣ୍ଟାପାଲି ଗାଁରେ ନିର୍ମମ ହତ୍ୟା । ସ୍ପଷ୍ଟ ଦିବାଲୋକରେ ଗାଁ ମଝିରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ । ମୃତକ ହେଲେ ବୈଜାମୁଣ୍ଡାର କ୍ଷୀରୋଦ ତାଣ୍ଡି । ଅଭିଯୋଗ ଅନୁଯାୟୀ,…

ସ୍ତ୍ରୀକୁ ହତ୍ୟା ପରେ ଋଷିକୂଲ୍ୟା ନଦୀରେ ଫିଙ୍ଗି ଦେଲେ ପିଶାଚ ସ୍ୱାମୀ

ସୋରଡ଼ା(କେନ୍ୟୁଜ୍): ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ l  ସ୍ୱାମୀ ନିଜ ସ୍ତ୍ରୀକୁ ଏକ ବେଲ୍ଟ ମାଧ୍ୟମରେ ତଣ୍ଟିକୁ ଚିପି ହତ୍ୟା କରିବା ପରେ ଗ୍ରାମ ନିକଟରେ ଥିବା ଋଷିକୂଲ୍ୟା ନଦୀ କୂଳକୁ ନେଇ ତାର ହାତ, ଗୋଡ଼, ଜଙ୍ଘ, ବେକକୁ ଖଣ୍ଡ ଖଣ୍ଡ…

ଖୋର୍ଦ୍ଧା : ଅଖାରେ ବନ୍ଧା ହୋଇ ପଡିଥିବା ମୃତଦେହ ଠାବ, ହତ୍ୟା ସନ୍ଦେହ !

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଆଦର୍ଶ ଥାନା ଅଧୂନ ନିଆଳ ଛୋଟା ଗାଡ଼ିଆ ଖଣିରେ ବିଳମ୍ବିତ ରାତିରେ ଏକ ଅଖାରେ ବନ୍ଧା ହୋଇ ପଡିଥିବା ମୃତଦେହ ଠାବ ହୋଇଛି। ସ୍ଥାନୀୟ ଲୋକ ଦେଖିବା ପରେ ଏହା ଚାରିଆଡେ ବ୍ୟାପିଯାଇଛି । ବର୍ତ୍ତମାନ ମୃତ ଶରୀରକୁ ଉଦ୍ଧାର ପାଇଁ ପୋଲିସ ତରଫରୁ ବ୍ୟବସ୍ଥା ଚାଲିଛି ।…