ପ୍ରାୟ ୩୦ ଗ୍ରାମରୁ ଅଧିକ ସୁନା ଝାମ୍ପିନେଇ ଫେରାର ହୋଇଗଲେ ଦୁର୍ବୃତ୍ତ

କେନ୍ୟୁଜ ବ୍ୟୁରୋ : ପୁଣି ଝାମ୍ପି ନେଇ ଫେରାର। ମହିଳାଙ୍କ ଠାରୁ ସୁନା ଛୀନତାଇ। ମିଳିଥିବା ସୂଚନା ଅନୁଯାୟୀ ମହାନଦୀ ବିହାର ଆକ୍ସିସ ବ୍ୟାଙ୍କରୁ ସୁନା ଉଠାଇ ଫେରୁଥିଲେ ବରିଷ୍ଠ ନାଗରିକ। ହାତରେ ଥିଲା ପ୍ରାୟ ୩୦ ଗ୍ରାମରୁ ଅଧିକ ସୁନା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ । ତେଵେ ବାଟରେ ଏହି ସୁନାକୁ ଝାମ୍ପି ନେଇଥିଲେ ଦୁର୍ବୃତ୍ତ ଆଉ ସଙ୍ଗେ ସଙ୍ଗେ ଫେରାର ହୋଇଯାଇଥିଲେ । ଏନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି ।

 

Leave A Reply

Your email address will not be published.