Below header

ଆୟୁଷ୍ମାନ ଭାରତ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କୁ ସାମିଲ ହେବା ପାଇଁ ମୋଦିଙ୍କ ନିମନ୍ତ୍ରଣ

ତାଳଚେର(କେନ୍ଯୁଜ୍) : ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ । ଆଜି ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ତାଳଚେରରେ ନିଜ ଅଭିଭାଷଣରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ଏହାର ଉପକାରିତା ଉପରେ ଆଲୋକପାତ କରିଥିଲେ । ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମୋଦି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ମିତ୍ର ବୋଲି ସମ୍ବୋଦନ କରିଥିଲେ ପ୍ରଧାନମନ୍ତ୍ରୀ ।

modi_navinଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଗରିବ ପରିବାରକୁ ଚିକିତ୍ସା ସହୟତା ଯୋଗାଇ ଦେବେ କେନ୍ଦ୍ର ସରକାର ।  ଆୟୁଷ୍ମାନ ଭାରତ ଯୋଜନାରୁ ରାଜ୍ୟର କିଛି ପରିବାର ବାଦ ପଡୁଥିବାରୁ ରାଜ୍ୟ ସରକାର ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା କରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନଯ୍ଯ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.