Below header

ତାଳଚେରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅନୁଗୁଳ/ତାଳଚେର(କେନ୍ଯୁଜ୍) : ତାଳଚେରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଳଚେର ସ୍ଥିତ ବ୍ଲାକ୍‌ ଡାଇମଣ୍ଡ ଷ୍ଟାଡିୟମ୍‌ ହେଲିପ୍ୟାଡ୍‌ରେ ଅବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରୁ ସଡ଼କପଥରେ ତାଳଚେର ଏଫ୍‌ସିଆଇ ପର୍ଯ୍ଯନ୍ତ ଯାଇଛନ୍ତି । ତାଳଚେର ସାର କାରଖାନା ପୁନଃରୁଦ୍ଧାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

pmcmନୂଆ ଜୀବନ ପାଇଛି ତାଳଚେର ସାର କାରଖାନା । କୋଇଲାରୁ ଗ୍ୟାସ ଅଧାରିତ ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ବର୍ଷକୁ ୧.୨୭ ଲକ୍ଷ ମେଟ୍ରିକ ଟନ ୟୁରିଆ ସାର ଉତ୍ପାଦନ ହେବ । ଖର୍ଚ୍ଚ ହେବ ୧୩ ହଜାର କୋଟି ଟଙ୍କା । ୨୦୨୨ ସୁଦ୍ଧା ପ୍ଲାଣ୍ଟ କାମ ହେବ ନେଇ ଲକ୍ଷ୍ୟ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.