Below header

ବାହାଘର ଭୋଜି ଖାଇ ୪୦ରୁ ଉର୍ଦ୍ଧ୍ବ ଅସୁସ୍ଥ, ଡାକ୍ତରଖାନାରେ ଚାଲିଛି ଚିକିତ୍ସା

ଯାଜପୁର(କେ ନ୍ୟୁଜ):  ବାହାଘରରେ ବିଷାକ୍ତ ଖାଦ୍ୟ ଖାଇ ୪୦ ରୁ ଅଧିକ ଜଣ ଅସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗାଁରେ ଘଟିଛି ଏହି ଅଘଟଣ। ଅସୁସ୍ଥ ମାନଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଏବଂ ପରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ କେତେକ ଶିଶୁ ଓ ମହିଳା ଅଛନ୍ତି । ଅସୁସ୍ଥ ମାନଙ୍କୁ ସାଲାଇନ ଦିଆଯିବା ସହିତ ଅଧିକ ଚିକିତ୍ସା ଜାରି ରହିଛି । ସେପଟେ ଗାଁ ରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରିଦେଇଛନ୍ତି |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.