ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାର ସୂଚୀ, ମେ ୩ରୁ ଆରମ୍ଭ ହେବ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ପ୍ରକାଶ  ପାଇଲା ମାଟ୍ରିକ ପରୀକ୍ଷାର ପରୀକ୍ଷା ସୂଚୀ।  ଚଳିତ ବର୍ଷ ମେ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମେ ୩ରୁ ବୋର୍ଡ ପରୀକ୍ଷା ଆରମ୍ଭ ହୋଇ ମେ ୧୫ ଯାଏଁ ଚାଲିବ । ସେହିପରି ମେ ୩ରୁ ସଂସ୍କୃତ ମଧ୍ୟମା ପରୀକ୍ଷା ଆରମ୍ଭ ହୋଇ ମେ ୧୨ ଯାଏଁ ଚାଲିବ ଓ ଓଡିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ମେ ୩ ରୁ ଆରମ୍ଭ ହୋଇ ମେ ୧୫ ଯାଏଁ ଚାଲିବ ବୋଲି ମଧ୍ୟମିକ ଶିକ୍ଷା ପରିଷଦ ତରକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.