Browsing Tag

matric exam

ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କଲା ବୋର୍ଡ, ଫେବ୍ରୁଆରୀ ୨୧ରୁ ହେବ ଆରମ୍ଭ

କଟକ : ଆସନ୍ତା ଫେବ୍ରୁଆରୀ ୨୧ ରୁ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ନେଇ ଆଜି ତାରିଖ ଘୋଷଣା କରିଛି ବୋର୍ଡ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଫେବ୍ରୁଆରୀ ୨୧ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଯାହାକି ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ମାଟ୍ରିକ ସହ ମଧ୍ୟମା,…

ଦଶମ ପରୀକ୍ଷାରେ A1 ଗ୍ରେଡ ରଖି କମାଲ୍ କଲେ ଦୁଇ ଯାଆଁଳା ଭଉଣୀ ସୁଚରିତା ଓ ସୁଚିସ୍ମିତା

ଅନୁଗୋଳ(କେନ୍ୟୁଜ୍): ପରିବାରର ଖୁସି କହିଲେ ନସରେ । କାହିଁକିନା ଝିଅ ଆଜି ସୁନାମ ଆଣିଛି । କଠିନ ପରିଶ୍ରମର ଉଚିତ୍ ଫଳ ପାଇଛି । ପ୍ରତ୍ୟେକ ବାପା ମା’ ଚାହାଁନ୍ତି ଯେ ତାଙ୍କ ପିଲା ଦୁନିଆର ଯେକୌଣସି ପରୀକ୍ଷା ଦେଉ ନା କାହିଁକି ସେଥିରେ ଭଲ ନମ୍ବର ରଖି ପାସ୍‌ କରୁ । ଏଥିପାଇଁ ବାପା ମା’ ସବୁ…

ଆଜି ସରୁଛି ମାଟ୍ରିକ ପରୀକ୍ଷା, ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ

କଟକ(କେନ୍ୟୁଜ) : ଆଜି ସରୁଛି ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୦ ରୁ ଆରମ୍ଭ ହୋଇଥିବା ପରୀକ୍ଷା ଆଜି ଶେଷ ହେଉଛି । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ରାଜ୍ୟର ୫ ଲକ୍ଷ ୬୨ ହଜାର ୪୭୯ ପରୀକ୍ଷାର୍ଥୀ ୩୦୪୭ କେନ୍ଦ୍ରରେ ଦେଉଥିଲେ ମାଟ୍ରିକ ପରୀକ୍ଷା । ବୋର୍ଡ…

ଗଣିତ ପ୍ରଶ୍ନପତ୍ର ଭାଇରାଲ୍‌ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ କର୍ତ୍ତୃପକ୍ଷ, କହିଲେ ପ୍ରଶ୍ନପତ୍ର ଲିକ୍ ହୋଇନାହିଁ

ଭୁବନେଶ୍ୱର (କେନ୍ୟୁଜ୍‌): ଇଂରାଜୀ ପରେ ଗଣିତ ପ୍ରଶ୍ନପତ୍ର ଲିକ୍ ଗୁଜବ । କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲୁଥିବା ଅଭିଯୋଗ । ପରୀକ୍ଷା ଆରମ୍ଭ ହେବା ର୍ପୂବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଗଣିତ ପ୍ରଶ୍ନପତ୍ର । ମୋବାଇଲରୁ…

ଆଜି ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ବଲାଙ୍ଗିର(କେନ୍ୟୁଜ୍‌): ପରୀକ୍ଷା ପୂର୍ବରୁ  ଆତ୍ମହତ୍ୟା କଲେ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ । ସ୍କୁଲ ହଷ୍ଟେଲର ଗାଧୁଆ ଘରେ ଝୁଲି ପଡିଲେ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ । ଆଜି ମ୍ୟାଟ୍ରିକ ପରୀକ୍ଷା ଥିଲା । ମୃତକ ହେଲେ ତଳି ଉଡାର ଗାଁ ର ବିନାୟକ ପ୍ରଧାନ । ବଲାଙ୍ଗିର ବିଶ୍ୱାତ୍ମା…

ମାଟ୍ରିକ୍ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

କେନ୍ଦୁଝର(କେନ୍ୟୁଜ୍‌) : ମାଟ୍ରିକ୍ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । କେନ୍ଦୁଝର ଜିଲ୍ଲା ମନୋଜ ମଞ୍ଜରୀ ଅନ୍ଧ ମୁକ ବଧିର ସ୍କୁଲର ୫ଜଣ ଛାତ୍ରୀଛାତ୍ରୀ ମୋଚିବନ୍ଧ ହାଇସ୍କୁଲରେ ପରୀକ୍ଷା ଦେଇଛନ୍ତି । ମୋଚିବନ୍ଧ ସ୍କୁଲରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଶ୍ରେଣୀର ବ୍ୟବସ୍ଥା କରାଯାଇଛି…

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ସମସ୍ତ କେନ୍ଦ୍ରରେ ଲାଗିଛି ସିସିଟିଭି

ଭୁବନେଶ୍ୱର (କେନ୍ୟୁଜ୍‌) : ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୬୨ ହଜାର ୪୭୯ ଛାତ୍ରଛାତ୍ରୀ । ପ୍ରଥମ ଦିନ ମାତୃଭାଷା ବିଷୟରେ ପରୀକ୍ଷା ଚାଲିଛି । ୯ଟାରୁ ୧୧ଟା ୩୦ ଯାଏ ପରୀକ୍ଷା ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ ଚଳିତ ବର୍ଷ…

ଆସନ୍ତା ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଚଳିତବର୍ଷ ପରୀକ୍ଷା ପରିଚାଳନାରେ ସୁଧାର ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ ଲଗାଯାଇଛି। ଅତି…

ଚାରିଆଡେ ଘନ ଅନ୍ଧାର: ଡିବିରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ଆଦିବାସୀ ପିଲା

ସୁନ୍ଦରଗଡ(କେନ୍ୟୁଜ): ଚାରିଆଡେ ଘନ ଅନ୍ଧାର, ତାରି ଭିତରେ ଜଳୁଛି ଡିବିରି ଆଉ ମହମବତୀର ମିଂଜି ମିଂଜି ଆଲୁଅ । ଏହି ଆଲୁଅ ଚାରିପଟେ ଖାତା ବହି ଧରି ନିଜ ଭବିଷ୍ୟତ ଗଢିବାରେ ଚେଷ୍ଟା କରୁଛନ୍ତି ଆଦିବାସୀ ପିଲା । ହାତରେ ମହମବତୀ ଧରି ବହିକୁ ପାଖକୁ ନେଇ ୨ଦିନ ପରେ ହେବାକୁ ଥିବା ମ୍ୟାଟ୍ରିକ…

ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା

କଟକ(କେନ୍ୟୁଜ): ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ । ଏହାସହ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକତ୍ରିତ ଚାଲିବ । ଚଳିତ ବର୍ଷ ୫ ଲକ୍ଷ ୫୧…

୨୦ରୁ ମାଟ୍ରିକ ପରୀକ୍ଷା, ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ହେଲେ ଦାୟୀ ରହିବେ ପ୍ରଧାନଶିକ୍ଷକ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୦ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ପରୀକ୍ଷା । ଆଗକୁ ମାଟ୍ରିକ ପରୀକ୍ଷା ଆସୁଥିବାରୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ମଧ୍ୟ ଶିକ୍ଷାଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ଭିତରେ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ…

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୂନା ପ୍ରଶ୍ନପତ୍ର

କଟକ(କେନ୍ୟୁଜ): ୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୂନା ପ୍ରଶ୍ନପତ୍ର। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ନମୂନା ପ୍ରଶ୍ନପତ୍ର। ସମସ୍ତ ବିଷୟର ଗୋଟିଏ ଗୋଟିଏ ସେଟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛି ବୋର୍ଡ। ଏହି ନମୂନା ପ୍ରଶ୍ନପତ୍ର…