ଆଜି ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ । ସ୍କୁଲ ହଷ୍ଟେଲର ଗାଧୁଆ ଘରେ ଝୁଲି ପଡିଲେ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ । ଆଜି ମ୍ୟାଟ୍ରିକ ପରୀକ୍ଷା ଥିଲା । ମୃତକ ହେଲେ ତଳି ଉଡାର ଗାଁ ର ବିନାୟକ ପ୍ରଧାନ ।

ବଲାଙ୍ଗିର(କେନ୍ୟୁଜ୍‌): ପରୀକ୍ଷା ପୂର୍ବରୁ  ଆତ୍ମହତ୍ୟା କଲେ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ । ସ୍କୁଲ ହଷ୍ଟେଲର ଗାଧୁଆ ଘରେ ଝୁଲି ପଡିଲେ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ । ଆଜି ମ୍ୟାଟ୍ରିକ ପରୀକ୍ଷା ଥିଲା । ମୃତକ ହେଲେ ତଳି ଉଡାର ଗାଁ ର ବିନାୟକ ପ୍ରଧାନ ।

ବଲାଙ୍ଗିର ବିଶ୍ୱାତ୍ମା ବିଦ୍ୟାମନ୍ଦିରରେ ପାଠ ପଢୁଥିଲେ ଛାତ୍ର ଜଣକ ।  ତେବେ ଆଜି ପାକ୍ଷା ପୂର୍ବରେ ସେ ନିଜେ ନିଜର ଜୀବନ ନେଇଥିବା କୁହାଯାଉଛି । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ବିନାୟକ। କିନ୍ତୁ ରାତିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.