Browsing Tag

matric exam

ଆଜି ବାହାରିବ ମାଟ୍ରିକ ପରୀକ୍ଷା ଫଳ : ଏସଏମଏସ୍‌ ଜରିଆରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ବାହାରିବ ମାଟ୍ରିକ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇବ । ସକାଳ ୧୦ଟାରେ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବ…

ସରିଲା ମାଟ୍ରିକ ପରୀକ୍ଷା, ଅପ୍ରେଲ ୩ ରୁ ଖାତା ଦେଖା ଆରମ୍ଭ

କଟକ(କେନ୍ୟୁଜ) : ଆଜି ସରିଛି ମାଟ୍ରିକ ପରୀକ୍ଷା। ଏପ୍ରିଲ୍ ୩ ତାରିଖ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ।୫୬ ଟି ମୂଲ୍ୟାୟନ କେନ୍ଦ୍ରରେ କରାଯିବ ମୂଲ୍ୟାୟନ।ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତା ଗୁଡ଼ିକ ସୁରକ୍ଷାରେ ଯିବ । ଆସନ୍ତା ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ…

ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ପରେ ବଦଳିଲା ମାଟ୍ରିକ ପରୀକ୍ଷା ନିୟମ

ଭୁବନେଶ୍ୱର (କେନ୍ୟୁଜ): ଆଜିଠାରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ପରୀକ୍ଷା ନିୟମରେ ପରିବର୍ତ୍ତନ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସମ୍ମେଟିଭ୍‌-୨ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୬ଟା ୩୦ ମିନିଟ ପୂର୍ବରୁ…

ଆସନ୍ତାକାଲି ମାଟ୍ରିକ ପରୀକ୍ଷା, ୫ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାସିସ ହାଜରା କହିଛନ୍ତି । ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଞ୍ଚି ସାରିଛି। ସକାଳ ୮ରୁ ଆରମ୍ଭ ହେବ ପରୀକ୍ଷା। ଖରାକୁ ଦୃଷ୍ଟିରେ ରଖି ପ୍ରଥମ…

ଘୋଷଣା ହେଲା ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପାଇଁ ସମୟ ସୂଚୀ, ନଜର ପକାନ୍ତୁ

କଟକ(କେନ୍ୟୁଜ୍): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ୍, ମଧ୍ୟମା ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ।…

ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ବୋର୍ଡ, ୨୩ରୁ ୩୦ ଯାଏଁ ଚାଲିବ

କଟକ(କେନ୍ୟୁଜ୍): ଚଳିତ ଶିକ୍ଷା ବର୍ଷ ପାଇଁ ମ୍ୟାଟ୍ରିକ ପରୀକ୍ଷା। ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ।  ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ପରୀକ୍ଷା। ୩୦ ତାରିଖ…

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ। ଆଶାତୀତ ଫଳାଫଳ ପାଇନଥିବା ଛାତ୍ରଛାତ୍ରୀ ମାର୍କ ନିର୍ବିଶେଷରେ…

ଆସନ୍ତା ୨୧ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ, ୧୦ ହଜାରରୁ ଅଧିକ ଶକ୍ଷକ ଶିକ୍ଷୟିତ୍ରୀ ହେବେ ନିୟୋଜିତ

କଟକ(କେନ୍ୟୁଜ୍):  ଆସନ୍ତା ୨୧ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ରାଜ୍ୟର ୫୮ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ୧୦ ହଜାରରୁ ଅଧିକ ଶକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ । ୨୦ ତାରିଖ ସକାଳ ୧୦ଟା ରେ ମୂଲ୍ୟାୟନ କେନ୍ଦ୍ରରେ ସମସ୍ତ ମୂଲ୍ୟାୟନକାରୀ ପହଞ୍ଚିବାକୁ ନିର୍ଦ୍ଦେଶ…

କହିଁକି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୪୩ ହଜାରରୁ ଅଧିକ ପିଲା? ଡିଇଓଙ୍କୁ ଜବାବ୍ ମାଗିଲେ ଗଣଶିକ୍ଷା ସଚିବ

କଟକ(କେନ୍ୟୁଜ୍):୪୩ ହଜାରରୁ ଅଧିକ ପିଲା ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ତତ୍ପରତା ଦେଖାଇଲା ଗଣଶିକ୍ଷା ବିଭାଗ। ସମସ୍ତ ଡିଇଓ ମାନଙ୍କୁ ଚିଠି ଲେଖି ଜବାବ୍ ମାଗିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୪୩ ହଜାରରୁ ଅଧିକ…

ଆଜି ସରିଲା ହାଇସ୍କୁଲ୍ ପରୀକ୍ଷା, ୨୦ କିମ୍ବା ୨୧ରୁ ଆରମ୍ଭ ହେବ ମୂଲ୍ଯାୟନ

କଟକ(କେନ୍ୟୁଜ) : ସରିଲା ହାଇସ୍କୁଲ୍ ପରୀକ୍ଷା । ଚଳିତ ବର୍ଷ ୫ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ପାଇଁ ନାଁ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୨୮ ହଜାର ୪୨୦ ପିଲା ପରୀକ୍ଷା ଦେଇଥିଲେ । ପରୀକ୍ଷା ସରିବା ପରେ ବେଶ ଖୁସି ଅଛନ୍ତି ପିଲା । ଦୀର୍ଘ…

ଅଟୋ ଦୁର୍ଘଟଣା ହେଲା କାଳ, ମାଟ୍ରିକ ପରୀକ୍ଷା ଦେଇ ପାରିଲେନି ଜଣେ ଛାତ୍ରୀ

ଜୟପୁର(କେନ୍ୟୁଜ୍):  ମାଟ୍ରିକ ପରୀକ୍ଷାରେ ଅଟୋ ଦୁର୍ଘଟଣା ହେଲା କାଳ । ପରୀକ୍ଷା ଦେଇ ପାରିଲେନି ଛାତ୍ରୀ । ଜୟପୁର କୁନ୍ଦୁରାରେ ଅଟୋ ଓଲଟି ୮ଛାତ୍ରୀ ଆହତ । ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ଆଉ ୭ଜଣ ପ୍ରାଥମିକ ଚିକିତ୍ସା ପରେ ଫେରିଛନ୍ତି । ମାଟ୍ରିକ…

ଆସନ୍ତାକାଲି ମାଟ୍ରିକ ପରୀକ୍ଷା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ…

କେନ୍ୟୁଜ୍: ଆସନ୍ତାକାଲି ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ପାଇଁ ବୋର୍ଡ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛି। ରାଜ୍ୟରେ ୩ ହଜାର ୫୪୦ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ…