Below header
Browsing Tag

matric exam

ହିଟ୍ ୱେଭ୍ କାରଣରୁ ବଦଳିଲା ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍: ଦ୍ବିତୀୟ ସିଟିଂରେ ହେବାକୁ ଥିବା ପରୀକ୍ଷା ପ୍ରଥମ ସିଟିଂରେ…

କଟକ (କେନ୍ୟୁଜ୍): ମାଟ୍ରିକ ପରୀକ୍ଷାସୂଚୀରେ ହେଲା ଆଂଶିକ ପରିବର୍ତ୍ତନ । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ତେବେ ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା,…

ଚଳିତ ବର୍ଷ ନୂଆ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ ବୋର୍ଡର ବିସ୍ତୃତ ସୂଚନା

କଟକ(କେନ୍ୟୁଜ୍):ଆସନ୍ତା ଏପ୍ରିଲ୍‌ ୨୯ରୁ ମେ’ ୭ ତାରିଖ ଯାଏଁ ଚାଲିବ ଉଚ୍ଚ ମାଧ୍ୟମିକ ପରିଷଦ ପରିଚାଳିତ ମାଟ୍ରିକ୍‌ ପରୀକ୍ଷା। ଚଳିତ ବର୍ଷ ନୂଆ ଢାଞ୍ଚାରେ ମାଟ୍ରିକ୍‌ ପରୀକ୍ଷା ହେବ । ସକାଳ ୮ଟାରୁ ଆରମ୍ଭ ହେବ ଏକଜାମ । ପ୍ରତି ବିଷୟ ପାଇଁ ପରୀକ୍ଷାର୍ଥୀଙ୍କୁ ୨ ଘଣ୍ଟା ସମୟସୀମା ରହିବ ।…

ରାଜ୍ୟ ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ଘୋଷଣା: ଏପ୍ରିଲ୍ ୨୯ରୁ ମେ ୬ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ବର(କେନ୍ଯୁଜ୍): ଏପ୍ରିଲ୍‌ ଶେଷ ସପ୍ତାହରେ ମାଟ୍ରିକ୍‌ ପରୀକ୍ଷା । ମାଟ୍ରିକ୍‌ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା । ଏପ୍ରିଲ୍ ୨୯ରୁ ମେ ୬ ଯାଏ ହେବ ମାଟ୍ରିକ୍‌ ପରୀକ୍ଷା। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଛି । ସମ୍ମେଟିଭ୍‌ ଆସେସ୍‌ମେଣ୍ଟ ପରୀକ୍ଷା-୨ କରାଯିବ ।…

ସିବିଏସଇ ଢାଞ୍ଚା ଆପଣାଇଲା ଓଡ଼ିଶା ବୋର୍ଡ, ଦଶମରେ ହେବ ଦୁଇଟି ବୋର୍ଡ ପରୀକ୍ଷା

କେନ୍ଯୁଜ୍:ସିବିଏସଇ ଢାଞ୍ଚା ଆପଣାଇଲା ଓଡ଼ିଶା ବୋର୍ଡ । ଦଶମରେ ହେବ ଦୁଇଟି ବୋର୍ଡ ପରୀକ୍ଷା । ସିବିଏସଇ ଢାଞ୍ଚାରେ ଓଡିଶା ବୋର୍ଡ ଦଶମରେ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ଏଭଳି ଦୁଇଟି ପରୀକ୍ଷା ହେବ ।…

ଶେଷ ହେଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା, ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ୍‌ ମୂଲ୍ୟାୟନ

ଭୁବନେଶ୍ବର(କେନ୍ଯୁଜ୍): ଶେଷ ହେଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା। ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ୍‌ ମୂଲ୍ୟାୟନ। ୩ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ। ୭ଟି ଜିଲ୍ଲାର ୯ଟି ମୂଲ୍ୟାୟନ କେନ୍ଦ୍ରରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ମଧ୍ୟରେ ଖାତା ଦେଖା ହେବ। ୧୦ ତାରିଖ ୧୧ଟା ବେଳେ…

କୋଭିଡ କଟକଣାରେ ଆସନ୍ତା କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ କଟକଣାରେ ଆସନ୍ତା କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା । ଅଗଷ୍ଟ ୫ ତାରିଖ ଯାଏ ଚାଲିବ । ଏଥିପାଇଁ ପରୀକ୍ଷା କେନ୍ଦ୍ରରେ ସବୁ ପ୍ରସ୍ତୁତି ସରିଛି । ମୋଟ ୫୦୪ କେନ୍ଦ୍ରରେ ଅଫଲାଇନ୍‌ ପରୀକ୍ଷା ହେବାକୁ ଥିବା ବେଳେ ୧୫ ହଜାର ୧୫୧ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ…

୭୦ ପ୍ରତିଶତ ସିଲାବସ୍‌ରେ ହେବ ମାଟ୍ରିକ ପରୀକ୍ଷା : ସମୀର ଦାଶ

ଭୁବନେଶ୍ବର(କେନ୍ଯୁଜ୍): ୭୦ ପ୍ରତିଶତ ସିଲାବସ୍‌ରେ ହେବ ମାଟ୍ରିକ ପରୀକ୍ଷା। ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ପରୀକ୍ଷା କରାଯିବ। ରେଜଲ୍ଟ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ…

ଜୁଲାଇ ୩୦ ତାରିଖରୁ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା, ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୩୦ ତାରିଖରୁ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଅଗଷ୍ଟ ୫ ଯାଏ ଚାଲିବ ଅଫଲାଇନ୍‌ ଏକଜାମ୍‌ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ହେବ । ପୂର୍ବାହ୍ନ ୧୦ଟାରୁ…

ମନୋବଳ ଆଗରେ ହାର୍ ମାନିଲା ବୟସ, ୫୭ ବର୍ଷ ବୟସରେ ମାଟ୍ରିକ୍‌ ପାସ୍‌ କଲେ ଆଶା ଦିଦି

ଭଦ୍ରକ(କେନ୍ଯୁଜ୍): ଭାଙ୍ଗିନି ମନୋବଳ । ୫୭ ବର୍ଷ ବୟସରେ ମାଟ୍ରିକ୍‌ ପାସ୍‌ କଲେ ଆଶା ଦିଦି । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍‌ କଣ୍ଟି ଗାଁର ଆଶା କର୍ମୀ ସ୍ୱର୍ଣ୍ଣଲତା ପତି ମାଟ୍ରିକ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀଙ୍କ ମୃତ୍ୟୁ ପରେ ପିଲାଙ୍କୁ ଧରି ଚଳି…

ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ, ଏହି ଓ୍ବେବସାଇଟରେ ହେବ ଉବଲବ୍ଧ

ଭୁବନେଶ୍ବର(କେନ୍ଯୁଜ୍) :  ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ଆସନ୍ତାକାଲି ଅପରାହ୍ନ ୪ଟାରେ ଏହା ପ୍ରକାଶ ପାଇବ । ଏହା ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ଫଳ ବି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ରେଜଲ୍ଟ…

ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍‌ ମୂଲ୍ୟାୟନ ପ୍ରକ୍ରିୟା

ଭୁବନେଶ୍ୱର (କେନ୍ୟୁଜ୍‌) : ଆରମ୍ଭ ହେଲା ମାଟ୍ରିକ୍‌ ମୂଲ୍ୟାୟନ ପ୍ରକ୍ରିୟା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍‌ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପୂର୍ବରୁ ମେଣ୍ଟର ସ୍କୁଲ ଗୁଡିକ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଛାତ୍ରଛାତ୍ରୀଙ୍କ ଟାବୁଲେସନ୍‌ ରେଜିଷ୍ଟାର ଦାଖଲ…

ମାଟ୍ରିକ୍ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ବୋର୍ଡର ଅନୁମୋଦନ, ନବମ ଓ ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ

କେନ୍ୟୁଜ୍(ବ୍ୟୁରୋ):  ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଁ ମୂଲ୍ୟାଙ୍କନ ନିର୍ଦ୍ଧାରଣ ପଦ୍ଧତିକୁ ମାଧ୍ୟମିକ ଶିକ୍ଷା ବୋର୍ଡ ମୋହର। ଉଭୟ ନବମ ଓ ଦଶମ ଶ୍ରେଣୀର ନମ୍ବରକୁ ଆଧାର କରି ମୂଲ୍ୟାୟନ କରାଯିବ। ନବମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବରକୁ ଆଧାର କରି ୪୦ପ୍ରତିଶତ ଗୁରୁତ୍ୱ ପ୍ରଦାନ…