ମାଟ୍ରିକ୍ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

କେନ୍ଦୁଝର ଜିଲ୍ଲା ମନୋଜ ମଞ୍ଜରୀ ଅନ୍ଧ ମୁକ ବଧିର ସ୍କୁଲର ୫ଜଣ ଛାତ୍ରୀଛାତ୍ରୀ ମୋଚିବନ୍ଧ ହାଇସ୍କୁଲରେ ପରୀକ୍ଷା ଦେଇଛନ୍ତି । ମୋଚିବନ୍ଧ ସ୍କୁଲରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଶ୍ରେଣୀର ବ୍ୟବସ୍ଥା କରାଯାଇଛି ।

କେନ୍ଦୁଝର(କେନ୍ୟୁଜ୍‌) : ମାଟ୍ରିକ୍ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । କେନ୍ଦୁଝର ଜିଲ୍ଲା ମନୋଜ ମଞ୍ଜରୀ ଅନ୍ଧ ମୁକ ବଧିର ସ୍କୁଲର ୫ଜଣ ଛାତ୍ରୀଛାତ୍ରୀ ମୋଚିବନ୍ଧ ହାଇସ୍କୁଲରେ ପରୀକ୍ଷା ଦେଇଛନ୍ତି । ମୋଚିବନ୍ଧ ସ୍କୁଲରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଶ୍ରେଣୀର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ସହଯୋଗ କରିବାକୁ ସ୍ବତନ୍ତ୍ର ସହାୟକ ଲେଖକ ଲେଖିକା ନିୟୋଜିତ ରହିଛନ୍ତି । ସହାୟକମାନେ ଯେଉଁ ପ୍ରଶ୍ନପତ୍ର ପଢିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଉତ୍ତର ଦେବା ପରେ ତାହା ଖାତାରେ ଲେଖା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.