Browsing Tag

Divyang

ମାଟ୍ରିକ୍ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

କେନ୍ଦୁଝର(କେନ୍ୟୁଜ୍‌) : ମାଟ୍ରିକ୍ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । କେନ୍ଦୁଝର ଜିଲ୍ଲା ମନୋଜ ମଞ୍ଜରୀ ଅନ୍ଧ ମୁକ ବଧିର ସ୍କୁଲର ୫ଜଣ ଛାତ୍ରୀଛାତ୍ରୀ ମୋଚିବନ୍ଧ ହାଇସ୍କୁଲରେ ପରୀକ୍ଷା ଦେଇଛନ୍ତି । ମୋଚିବନ୍ଧ ସ୍କୁଲରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଶ୍ରେଣୀର ବ୍ୟବସ୍ଥା କରାଯାଇଛି…

ନିଜ ପରିବାରକୁ ନିଜେ ପୋଷୁଛି : ମୁଁ କେବଳ ଦେହରୁ ଦିବ୍ୟାଙ୍ଗ, ହେଲେ ମନରୁ ନୁହେଁ

ଉଦଳା(କେନ୍ୟୁଜ୍): ଦିବ୍ୟାଙ୍ଗ ହେଲେବି ସକ୍ଷମ । ନିଜର ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି। ତେଣୁ ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣା। କେବେ ବି ନିଜ କୁ ଦିବ୍ୟାଙ୍ଗ ନ ଭାବି ନିଜର କାର୍ଯ୍ୟ କ୍ଷେତ୍ର ରେ ଦୃଢ଼ ପ୍ରତିପାଦନ କରି ପାରିଛନ୍ତି। ଆଉ କହୁଛନ୍ତି ମୁଁ…

ନିଆରା ବ୍ଯକ୍ତିତ୍ବ : ଟ୍ରାଏ ସାଇକେଲରେ ବସି ଦୀର୍ଘ ୨୫ବର୍ଷ ହେବ ଶିକ୍ଷାଦାନ କରୁଛନ୍ତି ନିର ସାର୍

କାକଟପୁର(କେନ୍ୟୁଜ): ପରିସ୍ଥିତି କରିଦେଲା ଶାରୀରିକ ଅକ୍ଷମ। ହେଲେ ହାର୍ ମାନିନାହାନ୍ତି ସେ। ଜୀବନ ଯୁଦ୍ଧରେ ଜାରି ରଖିଛନ୍ତି ସଂଘର୍ଷ। ପେଟ ପାଇଁ ଦୀର୍ଘ ପଚିଶ ବର୍ଷ ଧରି ଅକ୍ଷୁର୍ଣ ରଖିଛନ୍ତି ନିଜ କର୍ତ୍ତବ୍ଯ । ଏମିତି ନିଆରା ବ୍ଯକ୍ତିତ୍ବଙ୍କ ବିଷୟରେ ଯେତେ କହିଲେ ବି କମ୍ ହେବ। ପୁରୀ…

ଦୃଢ ମନୋବଳ ଆଗରେ ହାର ମାନିଛି ସବୁ ବାଧା ବିଘ୍ନ: ଦିବ୍ୟାଙ୍ଗ ହୋଇ ମଧ୍ୟ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ଏହି ଯୁବକ

ପଦ୍ମପୁର(କେନ୍ଯୁଜ୍): ଶରୀର ଦୁର୍ବଳ, ହେଲେ ଦୃଢ ମନୋବଳ । ସେ ଭିନ୍ନକ୍ଷମ ନୁହଁନ୍ତ ବରଂ ଭିନ୍ନ ଭାବରେ ସକ୍ଷମ । ସେଥିପାଇଁ ତ ନିଜେ ଦିବ୍ୟାଙ୍ଗ ହେଲେ ମଧ୍ୟ ଦିବ୍ୟାଙ୍ଗ ମୁକ୍ତ ସମାଜ ଲକ୍ଷ ନେଇ ଓହ୍ଲାଇଛନ୍ତି ନିର୍ବାଚନୀ ମୈଦାନକୁ । ବରଗଡ ଜିଲ୍ଲା ଗାଇସିଲେଟ ଜୋନ ୧ ପାଇଁ ଜିଲ୍ଲା ପରିଷଦ…

ଡ୍ରିମ୍‌ ଫ୍ଲାଇଟ୍‌ର ଶୁଭାରମ୍ଭ କଲେ ମନ୍ତ୍ରୀ ଅଶୋକ ପଣ୍ଡା, ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆକାଶରେ ଉଡିଲେ ୪୮…

 ଭୁବନେଶ୍ୱର(କେନ୍ୟୁଜ୍): ଆକାଶରେ ଉଡିଲେ ୪୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଭୁବନେଶ୍ୱର ଅଞ୍ଚଳର ଆର୍ଥିକ ଅନୁନ୍ନତ ପରିବାରର ୪୦ ଜଣ ଓ ୮ ଜଣ ବାରିପଦା ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀ ଆକାଶରେ ଉଡିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡି ସାଉଁଟୁଛନ୍ତି ଅନୁଭୂତି ।…

ମୋଦି ସରକାରଙ୍କ ନୂଆ ନିୟମ, ଏବେ ଘରେ ବସି ଭୋଟ ଦେଇପାରିବେ ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତି

୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗମାନେ ବର୍ତ୍ତମାନ ପୋଷ୍ଟାଲ ବାଲେଟ ଜରିଆରେ ଭୋଟ ଦେଇପାରିବେ। କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି। ରିପାର୍ଟ ଅନୁଯାୟୀ ଏହି ଶ୍ରେଣୀର ବ୍ୟକ୍ତିମାନେ ନିଜ ଇଛା ଅନୁସାରେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇପାରିବେ। ଏଥିପାଇଁ ଦୁଇଟି ବିକଳ୍ପ ରହିବ।…