ଆଜି ସରୁଛି ମାଟ୍ରିକ ପରୀକ୍ଷା, ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ

ଆଜି ସରୁଛି ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୦ ରୁ ଆରମ୍ଭ ହୋଇଥିବା ପରୀକ୍ଷା ଆଜି ଶେଷ ହେଉଛି । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ରାଜ୍ୟର ୫ ଲକ୍ଷ ୬୨ ହଜାର ୪୭୯ ପରୀକ୍ଷାର୍ଥୀ ୩୦୪୭ କେନ୍ଦ୍ରରେ ଦେଉଥିଲେ ମାଟ୍ରିକ ପରୀକ୍ଷା ।

କଟକ(କେନ୍ୟୁଜ) : ଆଜି ସରୁଛି ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୦ ରୁ ଆରମ୍ଭ ହୋଇଥିବା ପରୀକ୍ଷା ଆଜି ଶେଷ ହେଉଛି । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ରାଜ୍ୟର ୫ ଲକ୍ଷ ୬୨ ହଜାର ୪୭୯ ପରୀକ୍ଷାର୍ଥୀ ୩୦୪୭ କେନ୍ଦ୍ରରେ ଦେଉଥିଲେ ମାଟ୍ରିକ ପରୀକ୍ଷା । ବୋର୍ଡ ପକ୍ଷରୁ ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ଏ ଆଇ ବ୍ୟବହାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.