Below header

୬ ବର୍ଷ ତଳେ ଜୁନାଗଡ଼ ଆଟିଆ ଗାଁରେ ପିଅନଙ୍କୁ ହତ୍ୟା ମାମଲା: ମାଆ ଓ ୩ ପୁଅଙ୍କୁ ଆଜୀବନ ଜେଲ୍‌

୨୦୧୮ରରେ ବହୁଚର୍ଚ୍ଚିତ ଜୁନାଗଡ଼ ଆଟିଆ ଗାଁ ହତ୍ୟା ମାମଲାରେ କାରା ଦଣ୍ଡାଦେଶ ହୋଇଛି । ଏହି ଘଟଣାରେ ସଂପୃକ୍ତ ଚାରି ଅଭିଯୁକ୍ତ ରାଧୁ, ଯଦୁ, ପିତ ଦଣ୍ଡସେନା ଓ ମାଆ କୁଚିତାଙ୍କୁ ଆଜୀବନ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କୋର୍ଟ ।

ଧର୍ମଗଡ଼ (କେନ୍ୟୁଜ): ମାଆ ଓ ୩ ପୁଅଙ୍କୁ ଆଜୀବନ ଜେଲ୍‌ । ୨୦୧୮ରରେ ବହୁଚର୍ଚ୍ଚିତ ଜୁନାଗଡ଼ ଆଟିଆ ଗାଁ ହତ୍ୟା ମାମଲାରେ କାରା ଦଣ୍ଡାଦେଶ ହୋଇଛି । ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ୨୦୧୮ ମସିହା ଜୁନ୍‌ ୧୪ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଆଟିଗାଁ ଆରଆଇ ଅଫିସର ଅସ୍ଥାୟୀ ପିଅନଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ ଚାରି ଅଭିଯୁକ୍ତ ହେଲେ ରାଧୁ, ଯଦୁ, ପିତ ଦଣ୍ଡସେନା ଓ ମାଆ କୁଚିତା । ଆଜୀବନ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କୋର୍ଟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.