Below header
Browsing Tag

dharmagad

ସ୍କୁଟିକୁ ପିଟିଲା ଟ୍ରକ୍ : ଜଣେ ମୃତ, ଜଣେ ଗୁରୁତର

ଧର୍ମଗଡ଼ (କେନ୍ୟୁଜ): ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୃନ୍ଦାବାହାଲ ଛକ ନିକଟରେ । ମୃତକ ହେଉଛନ୍ତି ଜୟପାଟଣା ଥାନା ଟେମରା ଗାଁର…

୬ ବର୍ଷ ତଳେ ଜୁନାଗଡ଼ ଆଟିଆ ଗାଁରେ ପିଅନଙ୍କୁ ହତ୍ୟା ମାମଲା: ମାଆ ଓ ୩ ପୁଅଙ୍କୁ ଆଜୀବନ ଜେଲ୍‌

ଧର୍ମଗଡ଼ (କେନ୍ୟୁଜ): ମାଆ ଓ ୩ ପୁଅଙ୍କୁ ଆଜୀବନ ଜେଲ୍‌ । ୨୦୧୮ରରେ ବହୁଚର୍ଚ୍ଚିତ ଜୁନାଗଡ଼ ଆଟିଆ ଗାଁ ହତ୍ୟା ମାମଲାରେ କାରା ଦଣ୍ଡାଦେଶ ହୋଇଛି । ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ୨୦୧୮ ମସିହା ଜୁନ୍‌ ୧୪ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଆଟିଗାଁ…

‘ମୁଁ ସିନା ଦେଖି ପାରୁନି ହେଲେ ପ୍ରଶାସନ କଣ ଅନ୍ଧ ? ସରକାରୀ ଅଧିକାରୀଙ୍କୁ ଏଭଳି ପ୍ରଶ୍ନ କଲେ ଦିବ୍ୟାଙ୍ଗ ଛାତ୍ର

ଧର୍ମଗଡ଼ (କେନ୍ୟୁଜ୍‌) ଗତ ୧୧ ଦିନ ହେବ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛଞ୍ଚାଣବାହିଲି ଗ୍ରାମ ପଞ୍ଚାୟତ ବେହେରା ଗୁଡା ୟୁପି ସ୍କୁଲରେ ଆବଶ୍ଯକ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀ ଓ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ତାଲା ମାରି ଆନ୍ଦୋଳନ କରୁଥିଲେ। ଏହି ଆନ୍ଦୋଳନ ଯୋଗୁଁ ସ୍କୁଲରେ ପାଠପଢ଼ା…