ମାଆ ସାଜିଲା ପିଶାଚିନୀ: ଛଅ ମାସ ଶିଶୁପୁତ୍ରକୁ ଜୀବନରୁ ମାରିଦେଲା

ବଲାଙ୍ଗିର ପୁଇଁତଳା ଥାନା ଖାଲିଆପାଳି ଗାଁରେ ଘଟିଛି ଅତି ନୃଶଂସ ଘଟଣା । ମାଆ ସାଜିଲା ପିଶାଚିନୀ । ନିଜ ଛଅ ମାସ ଶିଶୁପୁତ୍ରକୁ ଜୀବନରୁ ମାରିଦେଲା ।

ବଲାଙ୍ଗିର(କେନ୍ୟୁଜ): ମାଆ ସାଜିଲା ପିଶାଚିନୀ । ଛଅ ମାସ ଶିଶୁପୁତ୍ରର ଗଳା କାଟି ହତ୍ୟା କଲା ମାଆ । ବଲାଙ୍ଗିର ପୁଇଁତଳା ଥାନା ଖାଲିଆପାଳି ଗାଁରେ ଘଟିଛି ଏହି ନୃଶଂସ ହତ୍ୟା । ଅଭିଯୁକ୍ତ ମାଆ ମାନସିକ ବିକୃତ ଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି । ଶିଶୁର ଗଳା କାଟି ଅଭିଯୁକ୍ତ ମା’ ଫେରାର ହୋଇଯାଇଛି ।

Leave A Reply

Your email address will not be published.