Below header

କରଞ୍ଜିଆରେ ଜଘନ୍ୟ ହତ୍ୟାକାଣ୍ଡ, ପାଟୁଲିଡିହା ଗାଁ ପଡ଼ିଆରୁ ମିଳିଲା ମହିଳାଙ୍କ କଟା ମୁଣ୍ଡ

କରଞ୍ଜିଆ: କରଞ୍ଜିଆରେ ଜଘନ୍ୟ ହତ୍ୟାକାଣ୍ଡ । ପାଟୁଲିଡିହା ଗାଁ ପଡ଼ିଆରୁ ମିଳିଲା ଜିରାମଣି ସଏଙ୍କ କଟା ମୁଣ୍ଡ । ସେହିପରି ତାଙ୍କ ଘର ବାଡ଼ିରୁ ଗଣ୍ଡି ଜବତ କରାଯାଇଛି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଦୁର୍ବୃତ୍ତମାନେ ମହିଳାଙ୍କୁ ହତ୍ୟା କରିବା ପରେ ମୁଣ୍ଡ ଗଣ୍ଡି ଅଲଗା କରି ଫିଙ୍ଗି ଦେଇଥିବା କୁହାଯାଉଛି । ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.