Below header

ଦୋକାନ କ୍ଯାବିନ୍ ଘର ଭାଗବଣ୍ଟାକୁ କେନ୍ଦ୍ର କରି ହତ୍ଯାକାଣ୍ଡ, ଗୋଟିଏ ଭାଇର ଆକ୍ରମଣରେ ଗଲା ଆଉ ଏକ ଭାଇର ଜୀବନ

ସାଲେପୁର: ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସାମାନ୍ଯ ଘଟଣାକୁ ନେଇ ଗଡିଲା ମୁଣ୍ଡ । ଭାଇ ହାତରେ ଗଲା ଭାଇର ଜୀବନ । ସାମାନ୍ଯ ଦୋକାନ କ୍ଯାବିନ୍ ଘର ଭାଗବଣ୍ଟାକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା ।

ଦୁଇ ସଂପର୍କୀୟ ଭାଇଙ୍କ ଭିତରେ ତିତକ୍ତା ନେଇଛି ଉଗ୍ରରୂପ । ଖବର ମୁତାବକ ବଜାରରୁ ଘରକୁ ଫେରୁଥିବା ବେଳେ ଗୋଟିଏ ଭାଇର ମାରଣାସ୍ତ୍ର ଆକ୍ରମଣରେ ଅନ୍ୟ ଏକ ଭାଇର ମୃତ୍ୟୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସାଲେପୁର ମାଛୁଆତି ଗାଁରେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.