Browsing Tag

murder in salepur

ଦୋକାନ କ୍ଯାବିନ୍ ଘର ଭାଗବଣ୍ଟାକୁ କେନ୍ଦ୍ର କରି ହତ୍ଯାକାଣ୍ଡ, ଗୋଟିଏ ଭାଇର ଆକ୍ରମଣରେ ଗଲା ଆଉ ଏକ ଭାଇର ଜୀବନ

ସାଲେପୁର: ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସାମାନ୍ଯ ଘଟଣାକୁ ନେଇ ଗଡିଲା ମୁଣ୍ଡ । ଭାଇ ହାତରେ ଗଲା ଭାଇର ଜୀବନ । ସାମାନ୍ଯ ଦୋକାନ କ୍ଯାବିନ୍ ଘର ଭାଗବଣ୍ଟାକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା । ଦୁଇ ସଂପର୍କୀୟ ଭାଇଙ୍କ ଭିତରେ ତିତକ୍ତା ନେଇଛି ଉଗ୍ରରୂପ । ଖବର ମୁତାବକ…